ଖେଳଣା ସମସ୍ତଙ୍କ ପାଇଁ

ଦିନେ ଖରାବେଳେ ଗୁଡ୍ଡୁ ଓ ତା ମା' ଗଳିରେ ବୁଲୁଥିଲେ । ସେହି ପାଖରେ ଏକ ମନୋରମ ପାର୍କ ଥିଲା, ଯେଉଁଠିକୁ ପ୍ରାୟ ଅଭିଭାବକମାନେ ତାଙ୍କ ପିଲାମାନଙ୍କୁ ଧରି ବୁଲାବୁଲି କରିବାକୁ ଆସନ୍ତି । ମା' ମୁଁ ଟିକେ ସେ ପାର୍କକୁ ଯିବି ବୋଲି ଗୁଡ୍ଡୁ କହିଲା । ଠିକ ଅଛି ବୋଲି ମା କହିଲେ । ଏବଂ ଘରକୁ ଗଲାବେଳେ ଆଇସକ୍ରିମ ନେଇ ଯିବା କି ବୋଲି ମଧ୍ୟ ମା' ଗୁଡ୍ଡୁକୁ କହିଲେ । ଏହା ଶୁଣି ଗୁଡ୍ଡୁ ଖୁସି ହୋଇ କହିଲା - ମୁଁ ସବୁବେଳେ ଆଇସକ୍ରିମ ପସନ୍ଦ କରେ । ତାପରେ ଦୁହେଁ ସେ ପାର୍କ ଭିତରକୁ ଗଲେ । ସେଠାରେ ହସ ଖୁସିର ପରିବେଶ ଥିଲା । ଯାହା ସେମାନେ ଖୋଜୁଥିଲେ । ଗୁଡ୍ଡୁ ଖେଳିବାକୁ ଦଉଡ଼ି ପଳାଇଲା ଆଉ ତା ମା’ ପାର୍କ କଡ଼ରେ ବସି ପଡିଲେ । ଆଉ ସେଠାରେ ମନ୍ଦ ମନ୍ଦ ତାଜା ପବନର ମଜା ନେବାକୁ ଲାଗିଲେ । ତମେ ଆମ ସହ ଖେଳିବ କି ... କେହି ଜଣେ ଗୁଡ୍ଡୁକୁ ପଚାରିଲା । ଏହା ଶୁଣି ଗୁଡ୍ଡୁ ବୁଲି ପଡ଼ି ଦେଖିଲା ତା’ଠାରୁ ଜଣେ ସାନ ପିଲାଟିଏ ଆଶାଭରା ଚାହାଣୀରେ ତାକୁ ଚାହିଁ ରହିଛି । ଗୁଡ୍ଡୁ କହିଲା ଅନ୍ୟ ମାନେ କାହାନ୍ତି !! ଏତିକି ଶୁଣି ସେ ଛୋଟ ପିଲାଟି ତାକୁ ତା ପଛେ ପଛେ ସେ ଗଛ ପାଖକୁ ଆସିବାକୁ କହିଲା ଯେଉଁଠି ଦଳେ

"ଖେଳଣା ସମସ୍ତଙ୍କ ପାଇଁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |