ଦାୟିତ୍ଵବୋଧର ପାଠ ପଢିଲା ଗୁଡ୍ଡୁ

ବିଦ୍ୟାଳୟରେ ସକାଳଟି ବେଶ ସୁନ୍ଦର ରହିଥିଲା, କାରଣ ଦିନଟି ଶୁକ୍ରବାର ଥିଲା । ଦିନଟି ଶୁକ୍ରବାର ଥିବାରୁ ଆନନ୍ଦପୂର୍ଣ୍ଣ ପରିବେଶ ଥିଲା । ଶୁକ୍ରବାର ପରେ ଶନିବାର ଓ ରବିବାର ଦୁଇ ଦିନ ଛୁଟି ଥିବାରୁ ସମସ୍ତେ ବେଶ୍ ଖୁସି ଥିଲେ । ପିଲାମାନେ ଶନିବାର ଏବଂ ରବିବାର ଦିନ ମଜା ଏବଂ ବିଶ୍ରାମ ପାଇଁ ସଂପୂର୍ଣ୍ଣ ସୁଯୋଗ ପାଇଥାନ୍ତି । ସପ୍ତାହନ୍ତରେ ପରିବାର ଓ ସାଙ୍ଗମାନଙ୍କ ସହିତ ସମୟ ବିତାଇବା ପାଇଁ ଆମେମାନେ କେତେ ଉତ୍ସୁକ ଥାଉ ତାହା ଆମେ ସମସ୍ତେ ଜାଣୁ । ଏହି ସପ୍ତାହନ୍ତରେ ଆମେ କ’ଣ କରିବା ବୋଲି ଗୁଡ୍ଡୁର ବନ୍ଧୁ ଜନି ପଚାରିଲା । ଏହା ଶୁଣି ଗୁଡ୍ଡୁ କହିଲା - ମୁଁ ଏ ବିଷୟରେ କିଛି ଜାଣି ନାହିଁ । ମୋର ଅନେକ ହୋମୱାର୍କ କରିବାକୁ ଅଛି । ଭାବୁଛି ଘରେ ରହିବି । ଆଉ ଖାଲି ସମୟରେ ଟିକିଏ ପଢିବି । “ପଢିବୁ ? ଆମେ ତ ବିଦ୍ୟାଳୟରେ ସବୁଦିନ ବହୁତ ପାଠ ପଢୁଛେ । ମୁଁ ଭାବୁଛି ଏହି ଛୁଟିଦିନରେ ଭିଡିଓ ଗେମ୍ ଖେଳିବା”, ଜନି କହିଲା । “ହଁ, ଏହା ଏକ ସୁନ୍ଦର ଚିନ୍ତାଧାରା । ଆମ ଘରେ ଆମେ ଖୁସିରେ ଖେଳିପାରିବା ବୋଲି ପିଟ୍ କହିଲା । ଏହା ସହିତ ସେ ଗୁଡ୍ଡୁ ତାଙ୍କ ଘରକୁ ଆସିପାରିବ କି ନାହି ପଚାରିଲା । ଏହା ଶୁଣି ଗୁଡ୍ଡୁ କହିଲା, “ଠିକ୍ ଅଛି, ମୁଁ ଏ

"ଦାୟିତ୍ଵବୋଧର ପାଠ ପଢିଲା ଗୁଡ୍ଡୁ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |