ପିଲାମାନଙ୍କ ପାଇଁ ନୀତିଶିକ୍ଷା ପ୍ରଦାନ କରୁଥିବା ଅନେକ ଗୁଡିଏ କ୍ଷୁଦ୍ରଗଳ୍ପର ସମାହାର ।
ପ୍ରକାଶକ: ଓଡ଼ିଶା୩୬୦
ସମ୍ପୂର୍ଣ୍ଣ ଡିଜିଟାଲ୍
INR 50.00

ହବ୍ ଇଂରାଜୀରେ ପ୍ରକାଶିତ ହାେଇଥିବା ଗୁଡ୍ଡୁ ପୁସ୍ତକର ଏହା ହେଉଛି ଓଡିଆ ସଂସ୍କରଣ । ପିଲାମାନଙ୍କ ପାଇଁ ନୀତିଶିକ୍ଷା ପ୍ରଦାନ କରୁଥିବା ଅନେକ ଗୁଡିଏ କ୍ଷୁଦ୍ରଗଳ୍ପର ସମାହାର ହେଉଛି - ଗୁଡ୍ଡୁ । ଏହି ପୁସ୍ତକରେ ସନ୍ନିବେଶିତ ସମସ୍ତ କାହାଣୀର ହିରାେ ହେଉଛି ଗୁଡ୍ଡୁ । ଗୁଡ୍ଡୁ ଜୀବନରେ ଘଟିଥିବା ଅନେକ ରୋମାଞ୍ଚକର ଘଟଣାକୁ ଖୁବ୍ ସୁନ୍ଦର ଭାବେ ଏଥିରେ ଉପସ୍ଥାପନ କରାଯାଇଛି ।

ତ୍ରୁଟି ରିପୋର୍ଟ କରନ୍ତୁ