ଓଡ଼ିଶା୩୬୦
ପୋଷ୍ଟ ଗୁଡିକ
ପ୍ରକାଶନ ଗୁଡିକ
ବିଷୟରେ

ଗୁଡ୍ଡୁ

ପିଲାମାନଙ୍କ ପାଇଁ ନୀତିଶିକ୍ଷା ପ୍ରଦାନ କରୁଥିବା ଅନେକ ଗୁଡିଏ କ୍ଷୁଦ୍ରଗଳ୍ପର ସମାହାର ।

ହବ୍ ଇଂରାଜୀରେ ପ୍ରକାଶିତ ହାେଇଥିବା ଗୁଡ୍ଡୁ ପୁସ୍ତକର ଏହା ହେଉଛି ଓଡିଆ ସଂସ୍କରଣ । ପିଲାମାନଙ୍କ ପାଇଁ ନୀତିଶିକ୍ଷା ପ୍ରଦାନ କରୁଥିବା ଅନେକ ଗୁଡିଏ କ୍ଷୁଦ୍ରଗଳ୍ପର ସମାହାର ହେଉଛି - ଗୁଡ୍ଡୁ । ଏହି ପୁସ୍ତକରେ ସନ୍ନିବେଶିତ ସମସ୍ତ କାହାଣୀର ହିରାେ ହେଉଛି ଗୁଡ୍ଡୁ । ଗୁଡ୍ଡୁ ଜୀବନରେ ଘଟିଥିବା ଅନେକ ରୋମାଞ୍ଚକର ଘଟଣାକୁ ଖୁବ୍ ସୁନ୍ଦର ଭାବେ ଏଥିରେ ଉପସ୍ଥାପନ କରାଯାଇଛି ।

ସୂଚୀପତ୍ର

1
ଗୁଡ୍ଡୁର ସ୍ଵପ୍ନ
ଗୁଡ୍ଡୁର ଅନୁଭୂତିଭରା ଏକ ସୁନ୍ଦର ଶିକ୍ଷଣୀୟ କାହାଣୀ, ଯାହା ଜ୍ଞାନରେ ପରିପୂର୍ଣ୍ଣ ।
Last updated on: Apr 13, 2021
2
ଗୁଡ୍ଡୁ ଓ ନୂଆ ପିଲା
ଗୁଡ୍ଡୁ ଗଳ୍ପର ଆଉ ଏକ ମଜାଦାର କାହାଣୀ ।
Last updated on: Apr 22, 2021
3
ଖେଳଣା ସମସ୍ତଙ୍କ ପାଇଁ
ଅନ୍ୟମାନଙ୍କ ସହିତ ବାଣ୍ଟିବାରେ ମିଳେ ଆନନ୍ଦ ।
Last updated on: May 6, 2021
4
ଗୁ୍ଡ୍ଡୁ ଘରକୁ ବୁଲି ଆସିଲେ ଆଶା ମାଉସୀ
ହିଂସା ସହିତ କୌଣସି ସମସ୍ୟାର ସମାଧାନ କେବେ ବି ବୁଦ୍ଧିମତାର କାର୍ଯ୍ୟ ହୋଇନପାରେ ବୋଲି ଜାଣିପାରିଲା ଗୁଡ୍ଡୁ ।
Last updated on: Apr 29, 2021
5
ଗୁଡ୍ଡୁ ଓ ଭୂତ କାହାଣୀ
ଗୁଡ୍ଡୁ ଗଳ୍ପର ଆଉ ଏକ ସୁନ୍ଦର କାହାଣୀ ।
Last updated on: May 13, 2021
6
ଗୁଡ୍ଡୁ ସାଇକେଲ୍‌ ଚଲାଇବା ଶିଖିଲା
କିଏ ସାଇକେଲ୍‌ ଚଲାଇବାକୁ ପସନ୍ଦ କରେ ନାହିଁ ! ଆସନ୍ତୁ ଜାଣିବା ଗୁଡ୍ଡୁ କେମିତି ସାଇକେଲ୍‌ ଚଲାଇବା ଶିଖିଲା ।
Last updated on: May 20, 2021
7
ଏକ କୁହୁକ ରାତିରେ ଗୁଡ୍ଡୁ
ଗୁଡ୍ଡୁ କାହାଣୀର ଆଉ ଏକ ମଜାଳିଆ ଗପରେ ଜାଣନ୍ତୁ ଗୁଡ୍ଡୁ ତା ସାଙ୍ଗମାନଙ୍କ ସହ କେମିତି ମଜା କଲା ।
Last updated on: Jun 3, 2021
8
ମା'ଙ୍କ ପାଇଁ ଏକ ଉପହାର
ନିଜ ଢଙ୍ଗରେ ମାତୃ ଦିବସ ପାଳନ କଲା ଗୁଡ୍ଡୁ ।
Last updated on: May 27, 2021
9
ପ୍ରକୃତି ପ୍ରେମରେ ଗୁଡ୍ଡୁ
ଦିନକର କଥା ଗୁଡ୍ଡୁ ଘରେ ଥିଲା, ମାତ୍ର ସେ ବୋର୍ ହେଉଥିଲା | ନା ତାକୁ ଖେଳିବାକୁ ଇଚ୍ଛା ହେଉଥିଲା ନା ଟିଭି ଦେଖିବାକୁ ।
Last updated on: Jun 11, 2021
10
ଗୁଡ୍ଡୁ ଟଙ୍କା ସଞ୍ଚୟ କରିବା ଶିଖିଲା
ଗୁଡ୍ଡୁ ମା’ଙ୍କ ସହିତ ଏକ ସୁନ୍ଦର ଆଲୋକିତ ରାସ୍ତାରେ ଧୀରପାଦରେ ଖୁବ ସନ୍ତର୍ପଣର ସହ ଚାଲୁଥିଲା ...
Last updated on: Jun 17, 2021
11
ଦାୟିତ୍ଵବୋଧର ପାଠ ପଢିଲା ଗୁଡ୍ଡୁ
ବିଦ୍ୟାଳୟରେ ସକାଳଟି ବେଶ ସୁନ୍ଦର ଥିଲା, କାରଣ ଦିନଟି ଶୁକ୍ରବାର ଥିଲା...
Last updated on: Jul 24, 2021
ଏକ ତ୍ରୁଟି ରିପୋର୍ଟ କରନ୍ତୁ