ଗୁଡ୍ଡୁ ସାଇକେଲ୍‌ ଚଲାଇବା ଶିଖିଲା

ଗୁଡ୍ଡୁ ତା ସାଙ୍ଗମାନଙ୍କ ସହିତ ପାର୍କରେ ଖେଳୁଥିଲା । ସେମାନଙ୍କ ପାଖେ ଖେଳଣା ଥିଲା ଆଉ ସମସ୍ତେ ବେଶ୍‌ ଖୁସିରେ ଖେଳୁଥିଲେ । ଗୁଡ୍ଡୁ ଖୁସିରେ ଜଣେ ସାଙ୍ଗଠାରୁ ଏକ ବଡ଼ ଉଡାଜାହଜ ଆଣିଲା ଓ କହିଲା - ବହୁତ ମଜା ହେବ । ଠିକ୍‌ ଏହି ସମୟରେ ସେଠାରେ ଠିଆ ହୋଇଥିବା ଡ୍ୟାନି କହିଲା, "ଯଦି ସାଇକେଲ୍‌ ଚଲେଇ ପାରନ୍ତେ ତେବେ ଆହୁରି ମଜା ଲାଗନ୍ତା" । ଏହା ଶୁଣି ଆଗ୍ରହରେ ସମସ୍ତେ ତାକୁ ଦେଖିବାକୁ ଲାଗିଲେ । ଏହାଶୁଣି ଏକ ସାନ ପିଲା କହିଲା, "ମୁଁ ଏପର୍ଯ୍ୟନ୍ତ ସାଇକେଲ୍‌ ଚଲାଇବା ଶିଖିନି" । ଗୁଡ୍ଡୁ କହିଲା, "ମୁଁ ବି ଜାଣିନି" । ଏହା ମୋତେ ବିଶ୍ବାସ ହେଉନାହିଁ, ସାଇକେଲ୍‌ କେମିତି ଚଲେଇବାକୁ ହୁଏ ପ୍ରାୟ ସମସ୍ତେ ଜାଣନ୍ତି ବାେଲି ଡ୍ୟାନି ଆଶ୍ଚର୍ଯ୍ୟ ହୋଇ କହିଲା । ଆମ ଭିତରୁ କେହି ବି ସାଇକେଲ୍‌ ଚଲେଇବା ଜାଣି ନାହୁଁ ... ତୁମେ ବି କ’ଣ ସାଇକେଲ୍‌ ଚଲେଇବା ଜାଣିଥିଲ କି ବୋଲି ଗୁଡ୍ଡୁ ପଚାରିଲା । ଡ୍ୟାନି କହିଲା "ତୁମେ ଠିକ୍ କହିଛ ଗୁଡ୍ଡୁ"... ତୁମେ ଶିଖିବାକୁ ଚାହିଁବ କି ... ? ମୁଁ ତୁମକୁ ଶିଖେଇ ପାରିବି । ଗୁଡ୍ଡୁର ଛାତି ଧଡପଡ ହେଲା । ସେ ଶିଖିବାକୁ ଉତ୍ସୁକ ହୋଇ ପଡ଼ିଲା କିନ୍ତୁ ଟିକିଏ ଡରି ବି ଯାଇଥିଲା । ମନରେ ସାହସ ବାନ୍ଧି କହିଲା ଠିକ୍‌ ଅଛି !

"ଗୁଡ୍ଡୁ ସାଇକେଲ୍‌ ଚଲାଇବା ଶିଖିଲା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |