ଦୁଇ - ମୌଳିକ ବିଶିଷ୍ଟ ସହସଂଯୋଜ୍ୟ ଯୌଗିକର ସଂକେତ ଲିଖନ ପଦ୍ଧତି

ଆୟନୀୟ ଯୌଗିକର ସଂକେତ ଲିଖନ ଭଳି ସହସଂଯୋଜ୍ୟ ଯୌଗିକମାନଙ୍କ ପାଇଁ କ୍ରସଓଭର ନିୟମ ବ୍ୟବହାର କରାଯାଏନାହିଁ । ଏହାର ନିୟମ ସତନ୍ତ୍ର । ବାମ ପଟେ କମ୍ ବିଦ୍ୟୁତବିଯୁକ୍ତାତ୍ମକ ମୌଳିକ (less electronegative) ଲେଖାଯାଏ ଓ ଡାହାଣ ପଟେ ଅଧୁକ ବିଦ୍ୟୁତବିଯୁକ୍ତାତ୍ମକ ମୌଳିକ (more electronegative) ଲେଖାଯାଏ । ପ୍ରତି ମୌଳିକର ପରମାଣୁ ସଂଖ୍ୟାକୁ ଡ଼ାଇ-di (2), ଟ୍ରାଇ - tri (3), ଟେଟ୍ରା - tetra (4), ପେଣ୍ଟା - penta (5), ହେକ୍ସା - hexa (6), ହେପ୍ଟା - hepta (7), ଅକ୍ଟ। - octa (8) ଇତ୍ୟାଦି ଉପପଦ (prefix) ଯୋଡ଼ା ଯାଇଥାଏ । ନିମ୍ନ ସାରଣୀ ଦେଖ । CO - carbon monoxide CO~2~ - carbon dioxide NO - nitrogen monoxide (nitric oxide) N~2~O - dinitrogen monoxide (nitrous oxide or the *laughing gas*) NO~2~ - nitrogen dioxide N~2~O~3~ - dinitrogen trioxide N~2~O~5~ - dinitrogen pentoxide SO~2~ - sulfur dioxide SO~3~ - Sulfur trioxide PCl~3~ - phosphorous trichloride PCl~5~ - phosphorous pentachloride P~2~O~5~ - diphosphorous pentoxide: (*Note:* P~2~O~5~ is the empirical formula. Its molecular

To continue reading "ଦୁଇ - ମୌଳିକ ବିଶିଷ୍ଟ ସହସଂଯୋଜ୍ୟ ଯୌଗିକର ସଂକେତ ଲିଖନ ପଦ୍ଧତି", login now.

This page has been protected for subscriber only.