1. ମୌଳିକମାନଙ୍କର ପ୍ରତୀକ
2. ଯୋଜ୍ୟତା
3. କ୍ଷାରୀୟ ଓ ଅମ୍ଳୀୟ ମୂଳକ
4. ଯୋଜ୍ୟତାର ଆଧୁନିକ ସଂଜ୍ଞା
5. ସହଯୋଜ୍ୟତା
6. ରାସାୟନିକ ସଂକେତ
7. ଦୁଇ - ମୌଳିକ ବିଶିଷ୍ଟ ସହସଂଯୋଜ୍ୟ ଯୌଗିକର ସଂକେତ ଲିଖନ ପଦ୍ଧତି
8. ରାସାୟନିକ ପ୍ରତିକ୍ରିୟା ସମୀକରଣ
9. ଅମ୍ଳ ଓ କ୍ଷାର
10. ଆୟନୀୟ ସମୀକରଣ ଲିଖନ ପଦ୍ଧତି
11. ଅଭ୍ୟାସ ପ୍ରଶ୍ନ (PRACTICE QUESTIONS)
12. SAQ ମାନଙ୍କର ଉତ୍ତର (Answers to Self Assessment Questions/SAQs)
ରାସାୟନିକ ପ୍ରତିକ୍ରିୟା ସମୀକରଣ
କିଛି ରାସାୟନିକ ପଦାର୍ଥମାନଙ୍କ (ଯୌଗିକ ଏବଂ ମୌଳିକ) ମଧ୍ୟରେ ପ୍ରତିକ୍ରିୟା ଘଟି ସେମାନଙ୍କର ରୂପାନ୍ତରଣ ହୋଇଥାଏ ଓ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ସୃଷ୍ଟି ହୋଇଥାଏ । ଯେଉଁମାନଙ୍କ ମଧ୍ୟରେ ପ୍ରତିକ୍ରିୟା ଘଟେ ସେମାନଙ୍କୁ ପ୍ରତିକାରକ (Reactants) ଓ ପ୍ରତିକ୍ରିୟା ଘଟିସାରିଲା ପରେ ଯେଉଁ ନୂତନ ପଦାର୍ଥ ସୃଷ୍ଟି ହୁଏ, ତାହାକୁ ଉତ୍ପାଦ (Products) କୁହାଯାଏ । ରାସାୟନିକ ସମୀକରଣ ମାଧ୍ୟମରେ ପ୍ରତିକ୍ରିୟାକୁ ଆମେ ସହଜରେ ଜାଣିପାରିଥାଉ । ପ୍ରତିକାରକମାନଙ୍କର ସଂକେତ/ପ୍ରତୀକ ବାମ ପଟେ ଓ ଉତ୍ପାଦମାନଙ୍କର ସଂକେତ/ପ୍ରତୀକ ଡ଼ାହାଣ ପଟେ ଲେଖାଯାଏ ଓ ସେମାନଙ୍କ ମଝିରେ ଏକ ତୀର ଚିହ୍ନ (→) ଦିଆଯାଏ । ତୀର ଚିହ୍ନର ଅର୍ଥ ହେଲା ‘ସୃଷ୍ଟି କରିଥାଏ’ ବା ‘ଦେଇଥାଏ’ (produces or gives rise to) । ବସ୍ତୁତ୍ଵ ସଂରକ୍ଷଣ ନିୟମ ଅନୁଯାୟୀ ସମୀକରଣ ଟିକୁ ସମତୁଲ (balance) କରାଯାଇଥାଏ । ପ୍ରତ୍ୟେକ ମୌଳିକ ପରମାଣୁର ସଂଖ୍ୟା ବାମ ଓ ଡାହାଣ ପଟେ ସମାନ କରିବାକୁ ସମତୁଲ କରିବା କୁହାଯାଏ ।
Ca(OH)~2~ + 2HCl → CaCl~2~ + 2H~2~O (ସମତୁଲିତ ପ୍ରତିକ୍ରିୟା ସମୀକରଣ)
Ca(OH)~2~, ଓ HCI ହେଲେ ପ୍ରତିକାରକ ଏବଂ CaCI~2~ ଓ H~2~O ହେଲେ ଉତ୍ପାଦ ।
ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ସମୀକରଣ (Different types of Reaction Equations):
**(i)** ଏକ ପ୍ରତିକାରକ → ଦୁଇ ଉତ୍ପାଦ
CaCO~3~ → CaO + CO~2~
**(ii)**
To continue reading "ରାସାୟନିକ ପ୍ରତିକ୍ରିୟା ସମୀକରଣ", login now.
This page has been protected for subscriber only.