1. ମୌଳିକମାନଙ୍କର ପ୍ରତୀକ
2. ଯୋଜ୍ୟତା
3. କ୍ଷାରୀୟ ଓ ଅମ୍ଳୀୟ ମୂଳକ
4. ଯୋଜ୍ୟତାର ଆଧୁନିକ ସଂଜ୍ଞା
5. ସହଯୋଜ୍ୟତା
6. ରାସାୟନିକ ସଂକେତ
7. ଦୁଇ - ମୌଳିକ ବିଶିଷ୍ଟ ସହସଂଯୋଜ୍ୟ ଯୌଗିକର ସଂକେତ ଲିଖନ ପଦ୍ଧତି
8. ରାସାୟନିକ ପ୍ରତିକ୍ରିୟା ସମୀକରଣ
9. ଅମ୍ଳ ଓ କ୍ଷାର
10. ଆୟନୀୟ ସମୀକରଣ ଲିଖନ ପଦ୍ଧତି
11. ଅଭ୍ୟାସ ପ୍ରଶ୍ନ (PRACTICE QUESTIONS)
12. SAQ ମାନଙ୍କର ଉତ୍ତର (Answers to Self Assessment Questions/SAQs)
ଯୋଜ୍ୟତାର ଆଧୁନିକ ସଂଜ୍ଞା
ଗୋଟିଏ ପରମାଣୁ ବା ରାଡ଼ିକାଲ, ଏକ ଯୌଗିକ ଅଣୁ ଗଠନବେଳେ ଯେତୋଟି ଇଲେକଟ୍ରନ୍ ହରାଇ ଥାଏ (loses) କିମ୍ବା ଲାଭ କରିଥାଏ (gains) କିମ୍ବା ଅନ୍ୟ ପରମାଣୁ ସହିତ ସହଭାଜନ(share) କରିଥାଏ, ତାହାକୁ ତାହାର ଯୋଜ୍ୟତା କହନ୍ତି । ତେଣୁ ଯୋଜ୍ୟତା ଦୁଇପ୍ରକାରର: ବିଦ୍ୟୁଯୋଜ୍ୟତା ଓ ସହଯୋଜ୍ୟତା ।
###ବିଦ୍ୟୁଯୋଜ୍ୟତା (Electrovalency):
ଗୋଟିଏ ପରମାଣୁ ବା ମୂଳକ ଯେତୋଟି ଇଲେକଟ୍ରନ୍ ହରାଇଥାଏ (କ୍ଷାରୀୟ ମୂଳକ) କିମ୍ବା ଲାଭ କରିଥାଏ (ଅମ୍ଳୀୟ ମୂଳକ), ତାହା ହେଲା ତାହାର ବିଦ୍ୟୁଯୋଜ୍ୟତା । ଉଦାହାରଣ ସ୍ୱରୁପ Al~2~(SO~4~)~3~, ରେ ଆଲୁମିନିୟମର ବିଦ୍ୟୁଯୋଜ୍ୟତା ହେଲା 3+ (Al^3+^) ଏବଂ ସଲଫେଟ୍ ର ବିଦ୍ୟୁତ୍ ଯୋଜ୍ୟତା ହେଲା 2- (SO~4~^2-^) । ନିମ୍ନରେ କେତେକ ଯୁକ୍ତ ଓ ବିଯୁକ୍ତ ଆୟନ ମାନଙ୍କର ଯୋଜ୍ୟତା ସାରଣୀରେ ଦିଆଗଲା । ଏମାନେ ହେଲେ ବିଦ୍ୟୁତ୍ରଯୋଜ୍ୟତା । ସାଧାରଣରେ ଯୋଜ୍ୟତା କହିଲେ ବିଦ୍ୟୁଯୋଜ୍ୟତା କୁ ବୁଝାଇଥାଏ ଏବଂ ଏହା ଆୟନୀୟ ପଦାର୍ଥ (ionic compounds) ମାନଙ୍କ ପାଇଁ ପ୍ରଯୁଜ୍ୟ ।
##ଅମ୍ଳୀୟ ମୂଳକ/ବିଯୁକ୍ତାୟନ (Acid Radicals/-ve ions):
| ଯୋଜ୍ୟତା - ୧ (Valency - 1) | ଯୋଜ୍ୟତା - ୨ (Valency - 2) | ଯୋଜ୍ୟତା - ୩ (Valency - 3) | ଯୋଜ୍ୟତା - ୪ Valency - 4) |
| :--- | :--- | :--- | :--- |
| କ୍ଲୋରାଇଡ୍ (cl^-^) chloride |
To continue reading "ଯୋଜ୍ୟତାର ଆଧୁନିକ ସଂଜ୍ଞା", login now.
This page has been protected for subscriber only.