ସଚିତ୍ର ବିଜୟା
ଏହି ପତ୍ରିକାର ପ୍ରକାଶନ ଚନ୍ଦାମାମା ଗୋଷ୍ଠୀ ତରଫରୁ ୧୯୯୪ ମସିହା ଅକ୍ଟୋବର ମାସରେ ଆରମ୍ଭ କରାଯାଇଥିଲା । ଅଭୟ ସିଂହ ଏହି ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ସେ ୧୯୯୪ରୁ ୧୯୯୬ ପର୍ଯ୍ୟନ୍ତ ନିରବିଚ୍ଚିନ୍ନ ଭାବରେ ୨୪ଟି ସଂଖ୍ୟା ନିୟମିତ ଭାବରେ ପ୍ରକାଶ କରାଇଥିଲେ । ୧୯୯୬ ଅକ୍ଟୋବର ମାସରେ ସେ ସଚିତ୍ର ବିଜୟାର ସମ୍ପାଦକ ପଦରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ।
ସଚିତ୍ର ବିଜୟା ଏପର୍ଯ୍ୟନ୍ତ କୌଣସି ପୁସ୍ତକ (ଇଂରାଜୀ) ଯୋଡି ନାହାଁନ୍ତି।
ସଚିତ୍ର ବିଜୟା ଏପର୍ଯ୍ୟନ୍ତ କୌଣସି ପୋଷ୍ଟ (ଇଂରାଜୀ) ଯୋଡି ନାହାଁନ୍ତି।
ସଚିତ୍ର ବିଜୟା ଏପର୍ଯ୍ୟନ୍ତ କୌଣସି ପୋଷ୍ଟ (ଓଡିଆ) ଯୋଡି ନାହାଁନ୍ତି।
ସଚିତ୍ର ବିଜୟା ଏପର୍ଯ୍ୟନ୍ତ କୌଣସି ପୁସ୍ତକ (ହିନ୍ଦୀ) ଯୋଡି ନାହାଁନ୍ତି।
ସଚିତ୍ର ବିଜୟା ଏପର୍ଯ୍ୟନ୍ତ କୌଣସି ପୋଷ୍ଟ (ହିନ୍ଦୀ) ଯୋଡି ନାହାଁନ୍ତି।