ମାର୍ଚ୍ଚ ୨୦୧୨
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ମାର୍ଚ୍ଚ ସଂଖ୍ୟାଟି ।
ବିଜୟାର ଏହି ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ପ୍ରସଙ୍ଗ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଦିଗନ୍ତ
ମାୟା ଆଞ୍ଜେଲୁଙ୍କ କବିତା
ସମ୍ପାଦକୀୟ
ଚରିତ୍ରକୁ ନେଇ ଯେତେସବୁ ଜଘନ୍ୟ ଖେଳ: କେଦାର ମିଶ୍ର
କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର
ଗଳ୍ପ
ଭୂମିକା: ଗୋଲାପ ମଞ୍ଜରୀ କର
ସ୍ୱତନ୍ତ୍ର ପ୍ରସଙ୍ଗ
ନାରୀ ଜାଗୃତିର ଅନନ୍ୟ ନେତ୍ରୀ - ସରଳା ଦେବୀ: ଡ. କୈଳାସଚନ୍ଦ୍ର ଦାଶ
ବହି ଚର୍ଚ୍ଚା
ନାରୀବାଦ - ଏକ ପ୍ରଶ୍ନୋତ୍ତର: ଦୁର୍ଗାପ୍ରସାଦ ପଣ୍ଡା
ଗଳ୍ପ
ଏକଥା ଅକୁହା ରଖି ହେବ ନାହିଁ: ଦେବରଞ୍ଜନ
କବିତା
ପ୍ରମୀଳା ଶତପଥୀ
ଏଲି ମହାନ୍ତି
ସ୍ୱପ୍ନା ମିଶ୍ର
ଛାୟାଚିତ୍ର
ଓଡ଼ିଆ ସିନେମାର ସୁନାନାକୀ ନାୟିକା: ସତ୍ୟ ପାଣିଗ୍ରାହୀ
ମୁଖ୍ୟ ପ୍ରସଙ୍ଗ
ବଳାତ୍କାର ରାଜନୀତି: ପ୍ରମୋଦିନୀ ପ୍ରଧାନ
ରଙ୍ଗ ମଞ୍ଚ
ନଟୀ ବିନୋଦିନୀ: ସୁରେଶ ବଳବନ୍ତରାୟ
ଗଳ୍ପ
ଅପହଞ୍ଚ: ଲକ୍ଷ୍ମୀ ଚାନ୍ଦ୍
ଚର୍ଚ୍ଚିତ ଗ୍ରନ୍ଥ
ସିମୋନ୍ ଦା’ ବୋଭାରଙ୍କ ସେକେଣ୍ଡ ସେକ୍ସ - ଏକ ଅନୁଶୀଳନ: ଡକ୍ଟର କବିତା ବାରିକ୍
ବହି ଚର୍ଚ୍ଚା
ଗାୟତ୍ରୀବାଳାଙ୍କ କବିତା - ଅତିକ୍ରାନ୍ତ ବାମାବାଦ: ପ୍ରୀତିଧାରା ସାମଲ୍
ବିଶେଷ ପ୍ରସଙ୍ଗ
ଓଡ଼ିଶାର ମହିଳାମାନଙ୍କର ସ୍ଥିିତି ଓ ସମସ୍ୟା: ଅମ୍ରିତା ପଟେଲ୍
ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ
ଧେତ୍ତେରିକା: ଅଶ୍ୱିନୀ-ଅବନୀ