ଜାନୁୟାରୀ - ଫେବୃୟାରୀ ୨୦୧୩
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟ’କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୩ ମସିହାର ଜାନୁଆରୀ - ଫେବୃଆରୀ ସଂଖ୍ୟାଟି ।
ବିଜୟାର ଏହି ସଂଖ୍ୟାଟି ଓଡ଼ିଆ ସାହିତ୍ୟର ଖ୍ୟାତନାମା ସମାଲୋଚକ ତଥା ସଙ୍କଳକ ପ୍ରଫେସର ଯତ୍ରୀନ୍ଦ୍ର ମୋହନ ମୋହନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ଏହା ସହିତ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ଭ୍ରମଣ କାହାଣୀ । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଦିଗନ୍ତ
ମହାକାଳର ସିତାର୍
ସମ୍ପାଦକୀୟ
ଜନସୃଜନର ଜୟ ହେଉ: କେଦାର ମିଶ୍ର
ଉଦୟ ରାଗ
ବୋକୀ ଝିଅ: ଦୀପ୍ଶା
ଜୀବନ ଦର୍ଶନ
ଅବିସ୍ମରଣୀୟ ବିନାୟକ ଆଚାର୍ଯ୍ୟ: କୈଳାସ ଚନ୍ଦ୍ର ଦାଶ
ଗଳ୍ପ
ବହି ମଣିଷ: କବିତା ବାରିକ୍
ବହି ଚର୍ଚ୍ଚା
‘ରବିବାର ଚିଠି’ର ସନ୍ଦେଶ: କଳ୍ପନା ମିଶ୍ର
ଗଳ୍ପ
ଭିକ୍ଷାନ୍ନ: ନବକିଶୋର ରାଜ
କବିତା
ସାରଦା ପ୍ରସାଦ ମିଶ୍ର
ମନୋଜ କୁମାର ପଣ୍ଡା
ଶ୍ରୀହରି ଧଳ
ରଞ୍ଜିତା ପଣ୍ଡା
ସ୍ୱରୂପ ମହାପାତ୍ର
ସମୀକ୍ଷା
ଅନୁକମ୍ପାର ଇସ୍ତାହାର: ଅନନ୍ତ ମହାପାତ୍ର
ଗ୍ୟାଲେରୀ
ସମୁଦାୟ ସାତଟି ଦୃଶ୍ୟର ନାଟକ - ରମାକାନ୍ତ ସାମନ୍ତରାୟ, ବିଶୁ ପୃଷ୍ଟି
ଜୀବନ କଥା
ତୃତୀୟ ଅଙ୍କ ଏବଂ...: ଅନନ୍ତ ମହାପାତ୍ର
ଅନୁଭୂତି
ଆତ୍ମଜୀବନୀ ‘ଶୈଶବରୁ...: ପ୍ରଫେସର ନିତ୍ୟାନନ୍ଦ ଶତପଥୀ
ଘଟନାୟନ
ପ୍ରତାରଣାର ମୂକସାକ୍ଷୀ ଧଉଳି: ପ୍ରଶାନ୍ତ ପଟ୍ଟନାୟକ
ବହିଚର୍ଚ୍ଚା
ଖଣ୍ଡିଏ ବହିର କୁହୁକ: ଅଭୟ ଦ୍ୱିବେଦୀ
ଗଳ୍ପ
ଡେଣ୍ଟିଷ୍ଟ୍: ଆଭାସ କୁମାର ବରାଳ
ବିଜ୍ଞାନ ଚର୍ଚ୍ଚା
ଗଡ୍ ପାର୍ଟିକ୍ଲ (୨): ନିତ୍ୟାନନ୍ଦ ପଣ୍ଡା
ଧାରାବାହିକ ଉପନ୍ୟାସ
କ୍ୟାନସରର ଆନନ୍ଦ: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତୀଶ୍ ଆଚାର୍ଯ୍ୟ
ଗଳ୍ପ
ଖୋଲିଦିଅ: ଡ. କିଶୋର ମହାନ୍ତି
ଧେତ୍ ତେରିକା: ଅଶ୍ୱିନୀ ଅବନୀ