ଅପ୍ରେଲ - ମଇ ୨୦୧୨

ପତ୍ରିକାର ୨୦୧୨ ମସିହାର ଅପ୍ରେଲ - ମଇ ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ପ୍ରସଙ୍ଗ ପ୍ରଭୃତି ।
ପ୍ରକାଶକ: ସଚିତ୍ର ବିଜୟା
ଡିଜିଟାଲ୍ (ପିଡିଏଫ୍)
INR 25.00

ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ଅପ୍ରେଲ - ମଇ ସଂଖ୍ୟାଟି ।

ବିଜୟାର ଏହି ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ପ୍ରସଙ୍ଗ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।

ସୂଚୀପତ୍ର
ମହାଦିଗନ୍ତ
ଲି ପୋଙ୍କର କବିତା

ସମ୍ପାଦକୀୟ
ଦେଉଳ ତୋଳାର ଗୀତ: କେଦାର ମିଶ୍ର

କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର

ଗଳ୍ପ
ବିପ୍ରଦାସ ଯେତେ ଗୀତ ଗାଏ: ମହାଶ୍ୱେତା ସାହୁ

ମୁଖ୍ୟ ପ୍ରସଙ୍ଗ: ଯୌବନ ସର୍ଜନ
ମମତା ଦାଶ
ମୋନାଲିସା ମିଶ୍ର
ଚିରଶ୍ରୀ ଇନ୍ଦ୍ରସିଂ
ପବିତ୍ର ମୋହନ ଦାଶ
ଅମରେଶ ବିଶ୍ୱାଳ

ବହି ଚର୍ଚ୍ଚା
ଗୁରୁ ଓ ଅନ୍ୟାନ୍ୟ ଗଳ୍ପ: ନବିକିଶୋର ରାଜ

କବିତା
ପ୍ରୀତିଧାରା ସାମଲ
କେ. ଶ୍ୟାମବାବୁ ଦୋରା
ସୂର୍ଯ୍ୟ ମିଶ୍ର
ବାଦଲ୍ ମହାନ୍ତି
ସରୋଜ
ଡ. ସରୋଜିନୀ ଷଡ଼ଙ୍ଗୀ

ସ୍ୱତନ୍ତ୍ର ପ୍ରସଙ୍ଗ
ଲୁଣ ଯଦି ତାର ଗୁଣ ହରାଏ: ଦେବରଞ୍ଜନ

ଗଳ୍ପ
ଜୀବନ ଝଞ୍ଜା: କୁମୁଦିନୀ ରାୟ

ଜ୍ଞାନ ବିଜ୍ଞାନ
ବିଶ୍ୱଜଗତର ମୂଳ ବସ୍ତୁ ସନ୍ଧାନେ: ନିତ୍ୟାନନ୍ଦ ପଣ୍ଡା

ଗଳ୍ପ
କୁଳ ପାଳ ରଖି: କାଶୀନାଥ ନନ୍ଦୀ

ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ

ଧେତ୍‌ତେରିକା: ଅଶ୍ୱିନୀ-ଅବନୀ

ତ୍ରୁଟି ରିପୋର୍ଟ କରନ୍ତୁ