ସେପ୍ଟେମ୍ବର ୨୦୧୨

ପତ୍ରିକାର ୨୦୧୨ ମସିହାର ସେପ୍ଟେମ୍ବର ସଂଖ୍ୟାଟି ଥିଲା ପ୍ରଫେସର ଯତ୍ରୀନ୍ଦ୍ର ମୋହନ ମୋହନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ଏହା ସହିତ କବିତା, ଗଳ୍ପ ଓ ଭ୍ରମଣ କାହାଣୀ ।
ପ୍ରକାଶକ: ସଚିତ୍ର ବିଜୟା
ଡିଜିଟାଲ୍ (ପିଡିଏଫ୍)
INR 25.00

ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ସେପ୍ଟେମ୍ବର ସଂଖ୍ୟାଟି ।

ବିଜୟାର ଏହି ସଂଖ୍ୟାଟିରେ ଓଡ଼ିଆ ସାହିତ୍ୟର ଖ୍ୟାତନାମା ସମାଲୋଚକ ତଥା ସଙ୍କଳକ ପ୍ରଫେସର ଯତ୍ରୀନ୍ଦ୍ର ମୋହନ ମୋହନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି । ଏହା ସହିତ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ଭ୍ରମଣ କାହାଣୀ । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।

ସୂଚୀପତ୍ର
ମହାଦିଗନ୍ତ
ଜନ୍ କୀଟ୍‌ସ୍‌ଙ୍କ ଚିଠି

ସମ୍ପାଦକୀୟ
ସ୍ମୃତି ତୁମେ ପାଉଁଶ ତଳର ନିଆଁ: କେଦାର ମିଶ୍ର

କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର

ଶ୍ରଦ୍ଧାଞ୍ଜଳି
ନୂତନ କବିତାର ଭୂମିକା: ଯତୀନ୍ଦ୍ର ମୋହନ ମହାନ୍ତି

ଗଳ୍ପ
ଡଲି: ନିତ୍ୟାନନ୍ଦ ପଣ୍ଡା

ବହି ଚର୍ଚ୍ଚା
କ୍ଷତ ଭିତରୁ ଉଙ୍କି ମାରୁଥିବା ଜୀବନ …: ସୁଚେତା ମିଶ୍ର

କବିତା
ସୁଜାତା ସାହାଣୀ
ରସାନନ୍ଦ ସାହୁ
ନନ୍ଦକିଶୋର ସିଂହ
ମନୋଜ କୁମାର ଦାଶ
ସୁନୀତି ମୁଣ୍ଡ୍‌

ବ୍ୟକ୍ତିତ୍ୱ
ଦାସକାଠିଆ ଗୁରୁ ରାମହରି ପାଢ଼ୀ: ବିଘ୍ନେଶ୍ୱର ସାହୁ

ବିଶେଷ ପ୍ରସଙ୍ଗ
ସାହିତ୍ୟ ମାଧ୍ୟମରେ ଉଗ୍ରଜାତି...: ଶତରୂପା

ଗଳ୍ପ
ଭାଗବଣ୍ଟନ: ଯଶୋବନ୍ତ ମହାରଣା

ଗଳ୍ପ
ହୁଣ୍ଡି: ପଞ୍ଚାନନ କାନୁନ୍‌ଗୋ

ଧାରାବାହିକ ଉପନ୍ୟାସ
ଈଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତୀଶ୍ ଆଚାର୍ଯ୍ୟ

ଗଳ୍ପ
ଶେଷ ପ୍ରଶ୍ନ: ପ୍ରଜ୍ଞା ପ୍ରବତ୍ତିକା ଦାଶ

ଧେତ୍‌ତେରିକା: ଅଶ୍ୱିନୀ - ଅବନୀ

ତ୍ରୁଟି ରିପୋର୍ଟ କରନ୍ତୁ