ଜୁଲାଇ ୨୦୧୨

ପତ୍ରିକାର ୨୦୧୨ ମସିହାର ଜୁଲାଇ ସଂଖ୍ୟାଟିରେ ରହିଛି କୁନ୍ତଳା କୁମାରୀ ସାବତଙ୍କ ସମ୍ପର୍କରେ ସ୍ଵତନ୍ତ୍ର ପ୍ରସ୍ତୁତି, କବିତା, ଗଳ୍ପ, ବିଶେଷ ପ୍ରସଙ୍ଗ ପ୍ରଭୃତି ।
ପ୍ରକାଶକ: ସଚିତ୍ର ବିଜୟା
ଡିଜିଟାଲ୍ (ପିଡିଏଫ୍)
INR 25.00

ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ଜୁଲାଇ ସଂଖ୍ୟାଟି ।

ବିଜୟାର ଏହି ସଂଖ୍ୟାଟିରେ କୁନ୍ତଳା କୁମାରୀ ସାବତଙ୍କ ସମ୍ପର୍କରେ ଏକ ସ୍ଵତନ୍ତ୍ର ପ୍ରସ୍ତୁତି ରହିଛି । ଏହା ସହିତ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ବିଶେଷ ପ୍ରସଙ୍ଗ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।

ସୂଚୀପତ୍ର
ମହାଦିଗନ୍ତ
ରୋଆଲ୍‌ଡ୍ ଡାଲ୍‌ଙ୍କ କବିତା

ସମ୍ପାଦକୀୟ
ଦୁଃଖେ ତୁମର ଉତ୍ସବ ଦୀପ: କେଦାର ମିଶ୍ର

କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର

ଗଳ୍ପ
ମାତୃଭୂମି: ସୁଭାଷଚନ୍ଦ୍ର ପଟ୍ଟନାୟକ

ବିଶେଷ ପ୍ରସଙ୍ଗ
କୁନ୍ତଳା କୁମାରୀ: କୈଳାସ ଚନ୍ଦ୍ର ଦାଶ

କବିତା
ସୁକାନ୍ତ ଭଟ୍ଟାଚାର୍ଯ୍ୟ
ରୁନୁ ମହାନ୍ତି
ମନୋଜ କୁମାର ଦାଶ
ସୁସ୍ମିତା ସାହୁ
ଅଶ୍ୱିନୀ ଦାଶ
ନାରାୟଣ ପ୍ରସାଦ ବେହେରା

ବ୍ୟକ୍ତିତ୍ୱ
ଲକ୍ଷ୍ମୀପ୍ରିୟା ମହାପାତ୍ର: ସଜ୍ଞା ସଂଘମିତ୍ରା

ଶ୍ରଦ୍ଧାଞ୍ଜଳି
ଏକ ନିସ୍ତବ୍ଧ ଘୁଙ୍ଗୁରର କାହାଣୀ: କେଦାର ମିଶ୍ର

ନୂଆ ବହି
ଜୀବନ ଓ ସୃଜନ: ଅସିତ୍ ମହାନ୍ତି

ଗଳ୍ପ
କେଶବ କୋଇଲି: ମମତାରଣୀ ବେହେରା

ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ

ଗଳ୍ପ
ସର୍‌ପ୍ରାଇଜ୍‌: ପବିତ୍ର କୁମାର ଗୌଡ଼

ଧେତ୍‌ତେରିକା: ଅଶ୍ୱିନୀ-ଅବନୀ

ତ୍ରୁଟି ରିପୋର୍ଟ କରନ୍ତୁ