ଅକ୍ଟୋବର ୨୦୧୨
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ମହାପୂଜା ବିଶେଷାଙ୍କ ।
ବିଜୟାର ଏହି ଶାରଦୀୟ ପୂଜା ସଂଖ୍ୟାରେ ପାଠକଙ୍କ ପାଇଁ ରହିଛି ଅନେକ ଆକର୍ଷଣୀୟ ଗପ, କବିତା, ଉପନ୍ୟାସ ଆଦି । ବିଜୟାର ଏହି ପାର୍ବଣ ସଂଖ୍ୟାଟି ଏବେ ଆପଣମାନଙ୍କ ପାଇଁ ଉପଲବ୍ଧ ।
ସୂଚୀପତ୍ର
ମହାଦିଗନ୍ତ
ମହାଦେବୀ
ସମ୍ପାଦକୀୟ
ଜୀବନ ଦେବୀ: କେଦାର ମିଶ୍ର
ଜୀବନ ଦର୍ଶନ
ଆମର ଆଦର୍ଶ ଚିତ୍ତରଞ୍ଜନ ଦାସ ଓ ଅନନ୍ତ କୁମାର ଗିରି
କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର
ଗଳ୍ପ
କୁସୁମ ମହାପାତ୍ରର ଆତ୍ମକଥନ: ବରେନ୍ଦ୍ର କୃଷ୍ଣ ଧଳ
ବ୍ୟକ୍ତିତ୍ୱ
ମୋର ପ୍ରିୟ କବି...: ପ୍ରତିଭା ଶତପଥୀ
ଗଳ୍ପ
ତୁମେ କହ: ପ୍ରଭାତ ମହାପାତ୍ର
ଗଳ୍ପ
କଲେଟର୍ଙ୍କ କୁକୁର: ଆଦିତେଶ୍ୱର ମିଶ୍ର
ଅନୁଭବ
ଲେନ୍ସ ସେପାଖର ଜଗତ: ପ୍ରଶାନ୍ତ ପଟ୍ଟନାୟକ
ସାକ୍ଷାତ୍କାର
ମେଧା ପାଟେକର୍: ଦୁର୍ଗାପ୍ରସାଦ ପଣ୍ଡା, ସରୋଜ, ରାଜେଶ ଝଙ୍କାର
କବିତା
ରମାକାନ୍ତ ରଥ
ସୀତାକାନ୍ତ ମହାପାତ୍ର
ରାଜେନ୍ଦ୍ର କିଶୋର ପଣ୍ଡା ସୌଭାଗ୍ୟ କୁମାର ମିଶ୍ର
ହରିହର ମିଶ୍ର
ମମତା ଦାଶ
ବାସୁଦେବ ସୁନାନୀ
ଦୁର୍ଗା ପ୍ରସାଦ ପଣ୍ଡା
ସରୋଜିନୀ ଷଡ଼ଙ୍ଗୀ
ସନୀଲ୍ କୁମାର ପୃଷ୍ଟି
ସୁଦାମବନ୍ଧୁ ଭଟ୍ଟ ମିଶ୍ର
ଅପର୍ଣ୍ଣା ମହାନ୍ତି
ରାମକୃଷ୍ଣ ସାହୁ
ଭାଗିରଥୀ ମିଶ୍ର
କୁମାର ହସନ
ଗଳ୍ପ
ଆବର୍ତ୍ତ: ନରେନ୍ଦ୍ର ସାହୁ
ଜୀବନୀ
ସାମ୍ୟ, ଶାନ୍ତି ଓ ସ୍ୱପ୍ନର...: ଡ. ଆଶୁତୋଷ ପରିଡ଼ା
ଗଳ୍ପ
କ୍ଷମା: ପାରମିତା ଶତପଥୀ
ଅନ୍ତଃସ୍ୱର
ଅକ୍ଷୟ ମହାନ୍ତିଙ୍କ ହାତଲେଖା କବିତା
ଗଳ୍ପ
... ଏବଂ ବର୍ଷା ହେଲା: ସତ୍ୟ ମହାପାତ୍ର
ସାଂସ୍କୃତିକୀ
ଶୁଭେନ୍ଦ୍ର ନାରାୟଣ ସିଂହ… କୈଳାସ ଚନ୍ଦ୍ର ଦାଶ
ସ୍ମୃତି
ସାଇତା ଚିଠିର...: ଅଧ୍ୟାପକ ବିଶ୍ୱରଞ୍ଜନ
ପରମ୍ପରା
ଶକ୍ତି ପରମ୍ପରାରେ...: ଦୁର୍ଗାଚରଣ ପଣ୍ଡା
କବିତା
ସରୋଜ
ପ୍ରବାସିନୀ ମହାକୁଡ଼
ଗାୟତ୍ରୀବାଳା ପଣ୍ଡା
ଉମାଶଙ୍କର ପଣ୍ଡା
ବିରଜା ବଳ
ଚିରଶ୍ରୀ ଇନ୍ଦ୍ରସିଂ
ସଞ୍ଜିତ୍ କୁମାର ବଳ
ସ୍ୱପ୍ନା ମିଶ୍ର
ଦିଲୀପ ଦାସ
ପ୍ରୀତିଧାରା ସାମଲ
ପ୍ରହ୍ଲାଦ ଶତପଥୀ
ଅଭୟ ନାୟକ
ଗୋପାଳକୃଷ୍ଣ ରଥ
ପବିତ୍ରମୋହନ ଦାଶ
ସୂର୍ଯ୍ୟ ମିଶ୍ର
ଭାବ ଜଗତ
ଅଙ୍କଲ୍ ଟମସ୍ କାବିନ୍: ଅଭୟ ଦ୍ୱିବେଦୀ
ଅନୁଭବ
ସୁକୁମାର ଗାଙ୍ଗୁଲି: ଶ୍ୟାମପ୍ରକାଶ ସେନାପତି
ସ୍ମୃତିଅର୍ଘ୍ୟ
ମୋ ବାପାଙ୍କ ବେଳର କୋରାପୁଟ: ଡକ୍ଟର ଶରତ ଚନ୍ଦ୍ର ପୂଜାରୀ
ଗଳ୍ପ
ଧର୍ଷଣ: ଗିରି ଦଣ୍ଡସେନା
ଧାରାବାହିକ ଉପନ୍ୟାସ
ଈଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତୀଶ୍ ଆଚାର୍ଯ୍ୟ
ଗଳ୍ପ
ଇତି ତୋର ଆତ୍ମଜା: ପ୍ରବୀଣା ମହାନ୍ତି
ଉପନ୍ୟାସ
ମଧୁମିତା: ଲକ୍ଷ୍ମୀ ଚାନ୍ଦ୍
ଧେତ୍ ତେରିକା: ଅଶ୍ୱିନୀ ଅବନୀ