ଅଗଷ୍ଟ ୨୦୧୨
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ଅଗଷ୍ଟ ସଂଖ୍ୟାଟି ।
ବିଜୟାର ଏହି ସଂଖ୍ୟାଟିରେ ସ୍ୱତନ୍ତ୍ର ପ୍ରସଙ୍ଗର ରହିଛି ଉତ୍କଳମଣି ଗୋପବନ୍ଧୁଙ୍କ ବିଶ୍ୱଦୃଷ୍ଟି । ଏହା ସହିତ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ଭ୍ରମଣ କାହାଣୀ । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଦିଗନ୍ତ
ଚାର୍ଲସ୍ ବୁକୋସ୍କିଙ୍କ କବିତା
ସମ୍ପାଦକୀୟ
ତେବେ କିଆଁ ଆଖି ଛଳଛଳ: କୋଦର ମିଶ୍ର
କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର
ଗଳ୍ପ
ବିନ ଦେଈ: ଗଗନେନ୍ଦ୍ର ନାଥ ଦାଶ
ଧାରାବାହିକ ଉପନ୍ୟାସ
ଈଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ
କବିତା
ଭାରତ ମାଝୀ
ସୁରେଶ ନାୟକ
ସତ୍ୟ ପଟ୍ଟନାୟକ
ସୌଭାଗ୍ୟବନ୍ତ ମହାରଣା
ରଞ୍ଜିତା ପଣ୍ଡା
ବ୍ୟକ୍ତିତ୍ୱ
ଶ୍ରେୟା ଘୋଷାଲ୍: ଶ୍ୟାମପ୍ରକାଶ ସେନାପତି
ଭ୍ରମଣ କାହାଣୀ
ପାଲମ୍ପୁର - ଚା’ ବଗିଚା...: ପ୍ରିୟବ୍ରତ ପାତ୍ର
ମୁଖ୍ୟ ପ୍ରସଙ୍ଗ
ପଣ୍ଡିତ ଗୋଦାବରୀଶ ମିଶ୍ର: ସନ୍ତୋଷ କୁମାର ମହାନ୍ତି
ଗଳ୍ପ
ଆପାର୍ଟମେଣ୍ଟ୍: ଶକ୍ତି ମହାନ୍ତି
ସ୍ୱତନ୍ତ୍ର ପ୍ରସଙ୍ଗ
ଉତ୍କଳମଣି ଗୋପବନ୍ଧୁଙ୍କ ବିଶ୍ୱଦୃଷ୍ଟି
ଗଳ୍ପ
ଫୁଲ: ସୁପ୍ରିୟା ମଲ୍ଲିକ
ଗଳ୍ପ
କାଠ କଣ୍ଢେଇ: ଡ. କିଶୋର ମହାନ୍ତି