ରାମାଂଶୁ ପ୍ରକାଶନୀ
ଓଡ଼ିଆ ସାହିତ୍ୟର ନବ ତଥା ଲୁକ୍କାୟିତ ପ୍ରତିଭାମାନଙ୍କୁ ସ୍ଵୀକୃତି ଦେବା ସହ ଏକ ଉନ୍ନତ ରୁଚିପୂର୍ଣ୍ଣ ତଥା ନିର୍ଭୁଲ ସାହିତ୍ୟ ସୃଷ୍ଟି କରିବା ସହିତ ସବୁ ବର୍ଗର ପାଠକ ପାଠିକାମାନଙ୍କ ଲାଗି ଉପାଦେୟ ସାହିତ୍ୟ ସୃଷ୍ଟି କରିବା ରାମାଂଶୁ ପ୍ରକାଶନର ମୂଳ ଲକ୍ଷ୍ୟ । ଏହା ସହିତ ହଜି ଯାଉଥିବା ଓଡି଼ଆ ସଂସ୍କୃତି, ପ୍ରଥା, ପରମ୍ପରା ଆଦି ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଇବା, ଅଧିକରୁ ଅଧିକ ସାହିତ୍ୟ ସର୍ଜନା କରିବାକୁ ପ୍ରେରଣା ଯୋଗାଇବା, ସାମାଜିକ ବାର୍ତ୍ତା ପ୍ରଦାନ କରିବା ଓ ଓଡି଼ଆ ଭାଷା ପ୍ରୀତିକୁ ନୂଆ ବଳ ପ୍ରଦାନ କରି ଓଡ଼ିଆଭାଷୀ ଭାଇଭଉଣୀମାନଙ୍କୁ ମା’ ଓ ମାଟି ସହିତ ଯୋଡି଼ବା ତଥା ଉତ୍ତର ପିଢି ଲାଗି ଏକ ବଳିଷ୍ଠ ସାହିତ୍ୟିକ ପୃଷ୍ଠଭୂମି ବା କ୍ଷେତ୍ର ପ୍ରସ୍ତୁତ କରିବା ହେଉଛି ରାମାଂଶୁ ପ୍ରକାଶନୀର ମୁଖ୍ୟ ଆଭିମୁଖ୍ୟ ।
ରାମାଂଶୁ ପ୍ରକାଶନୀ has not added any Book (English) so far.
ରାମାଂଶୁ ପ୍ରକାଶନୀ has not added any Post (English) so far.
ଶବ୍ଦର ଅଭିସାର
ଜାନକୀ ବଲ୍ଲଭ ଦାଶ
ଝରା ବଉଳର ବାସ
ଜାନକୀ ବଲ୍ଲଭ ଦାଶ
ଅଳସ ଅପରାହ୍ଣ
ଜାନକୀ ବଲ୍ଲଭ ଦାଶ
ଆଣିଛି ଛାଣି ନୂଆ କାହାଣୀ
ନଳିନୀ କାନ୍ତ ପାଢୀ
ଭକତ ଭାବେ ମୁଁ ବନ୍ଧା
ନଳିନୀ କାନ୍ତ ପାଢୀ
ଆମ ସଂସ୍କୃତି କଥା ମହାନ
ଜାନକୀ ବଲ୍ଲଭ ଦାଶ
ଅକଲ ମକଲ ଟକଲ ଟିଆଁ
ଜାନକୀ ବଲ୍ଲଭ ଦାଶ
ନିସ୍ତବ୍ଧ ଶର୍ବରୀ
ଜାନକୀ ବଲ୍ଲଭ ଦାଶ
ରାମାଂଶୁ ପ୍ରକାଶନୀ has not added any Post (Odia) so far.
ରାମାଂଶୁ ପ୍ରକାଶନୀ has not added any Book (Hindi) so far.
ରାମାଂଶୁ ପ୍ରକାଶନୀ has not added any Post (Hindi) so far.