ଭକତ ଭାବେ ମୁଁ ବନ୍ଧା
କବି ନଳିନୀ କାନ୍ତ ପାଢୀଙ୍କ ଏହି ଭକ୍ତି ରସାତ୍ମକ କବିତା ସଂକଳନରେ ଥିବା କବିତାଗୁଡି଼କ ସରଳ, ଭାବମୟ ଶବ୍ଦ ବିନ୍ଯାସରେ ଛଳଛଳ ଝରଣା ପରି ପ୍ରବାହମାନ ।
Publisher: ରାମାଂଶୁ ପ୍ରକାଶନୀ
Author: ନଳିନୀ କାନ୍ତ ପାଢୀ
Digital (PDF)
INR 30.00
ଯୁଗେ ଯୁଗେ ଭକ୍ତ ବତ୍ସଳ ଭଗବାନ ଭକ୍ତଙ୍କ ଅଧୀନତା ସ୍ଵୀକାର କରିଥିବାର ପ୍ରମାଣ ଦେଇଛନ୍ତି । ଏହି ସଙ୍କଳନଟିରେ ସେହି ପରମ କାରୁଣିକ ଭଗବାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୃଦୟ ନିର୍ଯ୍ଯାସକୁ ସହଜ ସରଳ ତରଳ କବିତାଗୁଡିକରେ ପ୍ରକାଶ କରି ଭକ୍ତି ପ୍ରଣତି ଜ୍ଞାପନ କରାଯାଇଛି ଯାହା ପଠନ ଉପରାନ୍ତେ ପାଠକୀୟ ହୃଦୟରେ ଭକ୍ତି ଭାବ ଉଦ୍ରେକ କରାଇବାରେ ବିଶେଷ ସହାୟକ ହୋଇ ପାରିବ।