
ଝରା ବଉଳର ବାସ
ଜାନକୀ ବଲ୍ଲଭ ଦାଶଙ୍କ ରଚିତ ଏହି କବିତା ସଂକଳନରେ ସ୍ଥାନିତ ହାେଇଥିବା କବିତାସବୁ ଝରା ବଉଳର ବାସ ପରି ମହକିତ ।
Publisher: ରାମାଂଶୁ ପ୍ରକାଶନୀ
Author: ଜାନକୀ ବଲ୍ଲଭ ଦାଶ
Digital (PDF)
INR 90.00
ସୃଷ୍ଟି ସ୍ଥିତି ବିଳୟର ଧାରା ଯେ ବିହିତ,
ନିୟମେ ବନ୍ଧା ପରା ସାରା ଜୀବ ଜଗତ।
ତଥାପି ଅଭୁଲା ଆଜି ସେ ଅମଳିନ ହସ,
ଯେସନ ବଉଳ ଝରି ଛାଡିଯାଏ ବାସ।
ସ୍ମୃତିର ସୁରଭି ମନ ବିଭୋର କରାଏ,
ଭାବନା ଖେଳାଇ ମନେ କବିତା ରଚାଏ ।