
ଅକଲ ମକଲ ଟକଲ ଟିଆଁ
କୁନି କୁନି ବାଳକ ବାଳିକାମାନଙ୍କ ଲାଗି ମନ ମତାଣିଆ ସୁନ୍ଦର ସୁନ୍ଦର ଶ୍ରୁତିମଧୁର କବିତାଗୁଡିକର ଏହା ଏକ ବଢିଆ ସଙ୍କଳନ।
Publisher: ରାମାଂଶୁ ପ୍ରକାଶନୀ
Author: ଜାନକୀ ବଲ୍ଲଭ ଦାଶ
Digital (PDF)
INR 40.00
ଏଥିରେ ଥିବା କବିତାଗୁଡିକ ସହଜ, ସରଳ ଓ ବେଶ୍ ସୁନ୍ଦର ଭାବରେ ଶିଶୁ ମୁଖରେ ଆବୃତି କରିହେବ। ଏଥି ସହିତ କବିତାରେ ଥିବା ନୈତିକ ଶିକ୍ଷା ନିଶ୍ଚୟ ଶିଶୁ ମାନସରେ ଛାପ ଛାଡିଯିବ ଓ ସେମାନଙ୍କୁ ଭଲ ପିଲା ହେବାର ପ୍ରେରଣା ଯୋଗାଉଥିବ।