ନିସ୍ତବ୍ଧ ଶର୍ବରୀ

ଜାନକୀ ବଲ୍ଲଭ ଦାଶଙ୍କ ରଚିତ 'ନିସ୍ତବ୍ଧ ଶର୍ବରୀ' କବିତା ସଂକଳନଟି ମନୋଜ୍ଞ ଭାବୋଦ୍ଦୀପକ ରସଯୁକ୍ତ କବିତାଗୁଡିକର ସମାହାରରେ ସମୃଦ୍ଧ।
Author: ଜାନକୀ ବଲ୍ଲଭ ଦାଶ
Digital (PDF)
INR 60.00

ନିର୍ଜନ ଶର୍ବରୀର ନିସ୍ତବ୍ଧତା ବି ମନରେ କୋଳାହଳ ଭରିଦେଇ ପାରେ। ଅନେକ କଳ୍ପନା ବିଳାସ ଓ ଅତୃପ୍ତ ଆଶା ଅଭିଳାଷ ଆକାଂକ୍ଷାକୁ ସାଉଁଟି ଅସୁମାରୀ କଳ୍ପନାର ତରଙ୍ଗ ସଞ୍ଚରିତ ହେଲେ ଶବ୍ବଗୁଡିକ ମୁଖରିତ ହେବାକୁ କବିତାର ଅବଲମ୍ବନ ଲୋଡ଼ନ୍ତି। ଏଭଳି କେତେଗୁଡ଼ିଏ ମନୋଜ୍ଞ ଭାବୋଦ୍ଦୀପକ ରସଯୁକ୍ତ କବିତାଗୁଡିକର ସମାହାରରେ ଏହି କବିତା ସଙ୍କଳନଟି ସମୃଦ୍ଧ। କବିତା ପିପାସୁ ଓ ଚିନ୍ତନପ୍ରିୟ ପାଠକ ପାଠିକାମାନଙ୍କ ଲାଗି ଏହା ନିଃସନ୍ଦେହରେ ଏକ ସୁନ୍ଦର କାବ୍ୟିକ ଉପହାର।

Report an Error