ଟେକ୍ନୋଲୋଜିର ପୃଷ୍ଠଭୂମି

ଆଇଟି ସେବା ପ୍ରଦାନର ଏକ ନୂଆ ଉପାୟ ଭାବେ କ୍ଲାଉଡ କମ୍ପ୍ୟୁଟିଂର ବାସ୍ତବିକ ମୂଳଦୁଆ ବିଷୟରେ ଆମେ ଯଥେଷ୍ଟ ଆଲୋଚନା କରିଛୁ । ତେବେ ଏହି ଚର୍ଚ୍ଚା ଏହି କଥା ଉପରେ କେନ୍ଦ୍ରିତ ରହିବ ଯେ ଆମେ ନୂତନ କମ୍ପ୍ୟୁଟିଂର ଦୃଷ୍ଟାନ୍ତ ଗଠନରେ ମୂଖ୍ୟ ଭୂମିକା ଗ୍ରହଣ କରୁଥିବା ଟେକ୍ନୋଲୋଜିକୁ ଠିକରେ ବୁଝିପାରୁନାହୁଁ | ଏହି ଅଧ୍ୟାୟରେ, ଆମେ ମୁଖ୍ୟ ଅନ୍ତର୍ନିହିତ ପ୍ରଯୁକ୍ତିବିଦ୍ୟା ବିଷୟରେ ଆଲୋଚନା କରିବା | ଆମେ କେତେକ ପ୍ରମୁଖ ଭେଣ୍ଡର ନିର୍ଦ୍ଦିଷ୍ଟ ପ୍ରଯୁକ୍ତି ଓ ଉତ୍ପାଦ (ଯେଉଁଠି ଉପଯୁକ୍ତ)କୁ ଉଦାହରଣ ସ୍ୱରୂପ ବ୍ୟବହାର କରିବୁ, କୌଣସି ପକ୍ଷପାତ ସୃଷ୍ଟି ନକରି ଏହି କମ୍ପ୍ୟୁଟିଂ ଦୃଷ୍ଟାନ୍ତର ମୌଳିକ ଦିଗଗୁଡ଼ିକ ବିଷୟରେ ଆଲୋଚନାର ସୂତ୍ର ବଜାୟ ରଖିବୁ | ପ୍ରକୃତ ଆଲୋଚନାକୁ ଆସିବା ପୂର୍ବରୁ ଦ୍ଵିତୀୟ ଅଧ୍ୟାୟରେ ଆଲୋଚନା ହୋଇଥିବା ସମାନ NIST ପରିଭାଷାକୁ ଆମେ ଆମର ସନ୍ଦର୍ଭରେ ବଜାୟ ରଖିବା | କ୍ଲାଉଡ୍ କମ୍ପ୍ୟୁଟିଂର ବୈଶିଷ୍ଟ୍ୟ, ଏହାକୁ ବିଭିନ୍ନ ସେବା ଭାବରେ ବ୍ୟବହାର କରିବା ଏବଂ ନିୟୋଜନ ପଦ୍ଧତି ବିଷୟରେ ଆମେ ହାସଲ କରିଥିବା ଜ୍ଞାନର ଉପଯୋଗ କରିବୁ । ସୁବିଧା ପାଇଁ ଆମେ ତିନୋଟି ବର୍ଗର ସେବା (ସେବା ମଡେଲ) ଦୃଷ୍ଟିକୋଣରୁ କ୍ଲାଉଡ୍ କମ୍ପ୍ୟୁଟିଂକୁ ଦେଖିବା, ଏବଂ ସମସ୍ତ ଆବଶ୍ୟକୀୟ ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ୟାନ୍ୟ ଉପାଦାନଗୁଡ଼ିକୁ ଏହାର ଚତୁର୍ପାଶ୍ୱରେ ଅନୁଧ୍ୟାନ କରିବା | (କ୍ଲାଉଡ୍ ଟେକ୍ନୋଲୋଜି ଷ୍ଟାକ ଯେପରି ଆମେ ଦ୍ବିତୀୟ ଅଧ୍ୟାୟରେ ଉଲ୍ଲେଖ କରିଥିଲୁ) | ଚିତ୍ର

To continue reading "ଟେକ୍ନୋଲୋଜିର ପୃଷ୍ଠଭୂମି", login now.

This page has been protected for subscriber only.