ଉପକ୍ରମ

କ୍ଲାଉଡ଼ କମ୍ପ୍ଯୁଟିଂ ସହ ଜଡିତ ଅନେକ ରୋଚକ କାହାଣୀ ଶୁଣିବାକୁ ମିଳେ । ମାର୍କେଟିଂ ସହ ଜଡିତ ଥିବା ଜଣେ ବ୍ୟକ୍ତି ଚତୁରତାର ସହ ଦାବି କରନ୍ତି ଯେ ସେମାନଙ୍କର ଉତ୍ପାଦ କ୍ଲାଉଡ୍ ଆଧାରିତ ଅଟେ, ଯେତେବେଳେ କି ସାମ୍ନାରେ ଥିବା ବ୍ୟକ୍ତିମାନେ ଏହି ସମ୍ପର୍କିତ ନିଜ ଅଜ୍ଞତାକୁ ଲୁଚାଇ ଏହାକୁ ଶୁଣିଥାନ୍ତି । ଆପଣମାନେ ହୁଏତ ଏହିଭଳି ମଜାଳିଆ ପରିସ୍ଥିତିର ସାମ୍ନା କରିଥିବେ ବା ଭବିଷ୍ୟତରେ ଏହାକୁ ନେଇ ଅନେକ ହାସ୍ଯାସ୍ପଦ ସ୍ଥିତିକୁ ନିଜ ଆଖିରେ ଦେଖିବେ । ଆମେ କ୍ଳାଉଡ଼ କମ୍ପ୍ୟୁଟିଂର ଏହି ନୂତନ ଧାରାକୁ ନେଇ ଅତିଶୟ ଆଶାବାଦୀ ହେଇପଡିଚୁ l ଅପରପକ୍ଷରେ ଦିନକୁଦିନ କ୍ଲାଉଡ଼ କମ୍ପ୍ୟୁଟିଂ ବହୁଳ ଭାବରେ ଆଦୃତି ହେବା ସହ ନୂତନ ବ୍ୟବହାରଯୋଗ୍ୟ ଉତ୍ପାଦଗୁଡିକ ଏଥିପାଇଁ ପଥ ପ୍ରସ୍ତୁତ କରୁଛନ୍ତି l ଏହି ଘଟଣାଗୁଡ଼ିକ କ୍ଲାଉଡ୍ କମ୍ପ୍ୟୁଟିଂର ସାମ୍ପ୍ରତିକ ସ୍ଥିତି ଏବଂ ଏହାର ସମସ୍ୟା ଓ ଏହାର ଫାଇଦା ତଥା ଉପଯୋଗିତା ସବୁକୁ ଲୋକଲୋଚନକୁ ଆଣିଛି । ଏହି ପୁସ୍ତକରେ କ୍ଲାଉଡ଼ କମ୍ପ୍ଯୁଟିଂର ବିଭିନ୍ନ ଦିଗ ତଥା ଏହାର ବ୍ୟବହାର ସମ୍ପର୍କରେ ଆଲୋଚନା କରିବା ସହ ଏହା ଦ୍ୱାରା ମିଳୁଥିବା ସୁବିଧା ସୁଯୋଗଗୁଡିକ ସମ୍ପର୍କରେ ବୁଝିବାକୁ ଚେଷ୍ଟା କରିବା l ପ୍ରଥମ ଅଧ୍ୟାୟରେ କ୍ଲାଉଡ଼ କମ୍ପ୍ଯୁଟିଂର ସମ୍ୟକ ସୂଚନା ଦିଆଯାଇଥିବାବେଳେ ଦ୍ଵିତୀୟ ଅଧ୍ୟାୟରେ କ୍ଲାଉଡ଼ କମ୍ପ୍ଯୁଟିଂର ପ୍ରକୃତ ପରିଭାଷା ସମ୍ପର୍କରେ ଆଲୋଚନା କରାଯାଇଛି । ପୁସ୍ତକର ତୃତୀୟ ଅଧ୍ୟାୟରେ କ୍ଲାଉଡ଼ କମ୍ପ୍ଯୁଟିଂ ପ୍ରଦାନ କରୁଥିବା ବାସ୍ତବବାଦୀ

To continue reading "ଉପକ୍ରମ", login now.

This page has been protected for subscriber only.