କ୍ଲାଉଡ଼ କମ୍ପ୍ଯୁଟିଂ - ଫେସିଂ ଦ ରିଅଲିଟି

କ୍ଲାଉଡ୍ କମ୍ପ୍ୟୁଟିଂ ଓ ଏହା ସମ୍ବନ୍ଧୀୟ ଟେକ୍ନୋଲୋଜି ଏବଂ ଏହାର ବ୍ୟବହାରକୁ ସରଳ ଉଦାହରଣ ମାଧ୍ୟମରେ ବ୍ୟାଖ୍ୟା କରାଯାଇଛି ।
Full Digital
INR 100.00

ଏହି ପୁସ୍ତକରେ କ୍ଲାଉଡ୍ କମ୍ପ୍ୟୁଟିଂ ବିଷୟକୁ ସରଳ ଏବଂ ସହଜ ଭାଷାରେ ଉପସ୍ଥାପନ କରାଯାଇଛି ଏବଂ ଏଥିରେ ଦିଆଯାଇଥିବା ସୂଚନା ପ୍ରଯୁକ୍ତିବିଦ୍ୟାରେ ଜଡିତ ଥିବା ବା ଭିନ୍ନ ଭିନ୍ନ ଦକ୍ଷତା ଥିବା ପାଠକ ତଥା ଅନୁସନ୍ଧାନୀମାନଙ୍କ ଦ୍ୱାରା ବ୍ୟବହାର କରାଯାଇପାରେ । ଏହି ପୁସ୍ତକରେ ବୈଷୟିକ ଶବ୍ଦଗୁଡ଼ିକର ମଧ୍ୟ ସୁନ୍ଦର ବ୍ୟାଖ୍ୟା କରାଯାଇଛି ।

Report an Error