କ୍ଲାଉଡ଼ କମ୍ପ୍ଯୁଟିଂ - ଫେସିଂ ଦ ରିଅଲିଟି

କ୍ଲାଉଡ୍ କମ୍ପ୍ୟୁଟିଂ ଓ ଏହା ସମ୍ବନ୍ଧୀୟ ଟେକ୍ନୋଲୋଜି ଏବଂ ଏହାର ବ୍ୟବହାରକୁ ସରଳ ଉଦାହରଣ ମାଧ୍ୟମରେ ବ୍ୟାଖ୍ୟା କରାଯାଇଛି ।

ଏହି ପୁସ୍ତକରେ କ୍ଲାଉଡ୍ କମ୍ପ୍ୟୁଟିଂ ବିଷୟକୁ ସରଳ ଏବଂ ସହଜ ଭାଷାରେ ଉପସ୍ଥାପନ କରାଯାଇଛି ଏବଂ ଏଥିରେ ଦିଆଯାଇଥିବା ସୂଚନା ପ୍ରଯୁକ୍ତିବିଦ୍ୟାରେ ଜଡିତ ଥିବା ବା ଭିନ୍ନ ଭିନ୍ନ ଦକ୍ଷତା ଥିବା ପାଠକ ତଥା ଅନୁସନ୍ଧାନୀମାନଙ୍କ ଦ୍ୱାରା ବ୍ୟବହାର କରାଯାଇପାରେ । ଏହି ପୁସ୍ତକରେ ବୈଷୟିକ ଶବ୍ଦଗୁଡ଼ିକର ମଧ୍ୟ ସୁନ୍ଦର ବ୍ୟାଖ୍ୟା କରାଯାଇଛି ।

Table Of Contents

1
ସ୍ବୀକାରୋକ୍ତି
ଏହି ପୁସ୍ତକ ପ୍ରସ୍ତୁତ କରିବା ଦିଗରେ ମୋତେ ସାହାଯ୍ୟ ଓ ସମର୍ଥନ କରିଥିବା ମୋର ନିକଟତମ ଏବଂ ପ୍ରିୟଜନମାନଙ୍କୁ ଧନ୍ୟବାଦ ଜଣାଉଛି ।
Last updated on: Feb 20, 2024
2
ପ୍ରାକ୍ - କଥନ
ଏହି ପୁସ୍ତକଟି ଆଇଟି ବ୍ୟବହାରକାରୀ, ସମାଧାନ ପ୍ରଦାନକାରୀ ଏବଂ ସାଧାରଣ ଜନତାଙ୍କ ପାଇଁ ଏକ ଉପଯୋଗୀ ମାର୍ଗଦର୍ଶକ ହେବ ବୋଲି ମୁଁ ଆଶା କରୁଛି ।
Last updated on: Feb 20, 2024
3
ଉପକ୍ରମ
ଏହି ପୁସ୍ତକରେ କ୍ଲାଉଡ଼ କମ୍ପ୍ଯୁଟିଂର ବିଭିନ୍ନ ଦିଗ ତଥା ଏହାର ବ୍ୟବହାର ସମ୍ପର୍କରେ ଆଲୋଚନା କରିବା ସହ ଏହା ଦ୍ୱାରା ମିଳୁଥିବା ସୁବିଧା ସୁଯୋଗଗୁଡିକ ସମ୍ପର୍କରେ ବୁଝିବାକୁ ଚେଷ୍ଟା କରିବା l
Last updated on: Feb 20, 2024
4
ଆସନ୍ତୁ କ୍ଲାଉଡ୍ କମ୍ପ୍ୟୁଟିଂକୁ ବୁଝିବା
ଆମେ ଯେତେବେଳେ କ୍ଲାଉଡ୍ କମ୍ପ୍ୟୁଟିଂ ବିଷୟରେ ଆଲୋଚନା କରୁ, ସେତେବେଳେ କମ୍ପ୍ୟୁଟିଂକୁ ଏକ ସାମଗ୍ରିକ ସେବା ଭାବେ ଅଭିହିତ କରିଥାଉ ।
Last updated on: Feb 20, 2024
5
କ୍ଲାଉଡକୁ ଅନୁସରଣ କରିବାର ସମୟ - କଳ୍ପନାରୁ ବାସ୍ତବତା
ଯେତେବେଳେ ଜଣେ ଜିଜ୍ଞାସୁ ଗ୍ରାହକ କ୍ଲାଉଡ଼ କମ୍ପୁଟିଂ ସମ୍ପର୍କରେ କିଛି ପଚାରିବା ଆରମ୍ଭ କରନ୍ତି, ସେତେବ
Last updated on: Feb 20, 2024
6
ଟେକ୍ନୋଲୋଜିର ପୃଷ୍ଠଭୂମି
ନୂତନ କମ୍ପ୍ୟୁଟିଂର ଦୃଷ୍ଟାନ୍ତ ଗଠନରେ ମୂଖ୍ୟ ଭୂମିକା ଗ୍ରହଣ କରୁଥିବା ଟେକ୍ନୋଲୋଜିକୁ ବୁଝିବା ।
Last updated on: Feb 22, 2024
7
ବ୍ୟବସାୟିକ ଦୃଷ୍ଟିରେ କ୍ଲାଉଡ
କ୍ଲାଉଡ୍ ସଲ୍ୟୁସନ୍ ଗ୍ରହଣ କରିବା ବିଭିନ୍ନ କ୍ଷେତ୍ରରେ ଏବଂ ବିଭିନ୍ନ ଆକାରର ବ୍ୟବସାୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ, ଯୋଗାଣ ଶୃଙ୍ଖଳ ଏବଂ ନବସୃଜନର ସମ୍ଭାବନା ବହୁ ସଂଖ୍ୟକ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିଛି ।
Last updated on: Feb 23, 2024
8
କ୍ଲାଉଡ଼ କମ୍ପ୍ଯୁଟିଂ ଏବଂ ସମାଜ
କ୍ଲାଉଡ ଟେକ୍ନୋଲୋଜି କେବଳ ସଂଗଠନଗୁଡ଼ିକୁ ସେମାନଙ୍କର କାର୍ଯ୍ୟ ଏବଂ ରଣନୀତିରେ ପରିବର୍ତ୍ତନ ଆଣିବା ପାଇଁ ପ୍ରଭାବିତ କରିନାହିଁ, ବରଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ପରିବର୍ତ୍ତନ ଆଣିଛି ।
Last updated on: Feb 23, 2024
9
ଉନ୍ମୁକ୍ତ ପରିସୀମା
ଦ୍ରୁତ ଗତିରେ ବିକଶିତ ହେଉଥିବା ଟେକ୍ନୋଲୋଜି ସହିତ ଏକ ମଡେଲ ଭାବେ, କ୍ଲାଉଡ୍ କମ୍ପ୍ୟୁଟିଂ ସେବା ପ୍ରଦାନକାରୀ, ଇଞ୍ଜିନିୟର, ପରାମର୍ଶଦାତା, ବିକାଶକାରୀ ଏବଂ ଗବେଷକମାନଙ୍କୁ ବିପୁଳ ସୁଯୋଗ ଏବଂ ଆହ୍ୱାନ ପ୍ରଦାନ କରେ ।
Last updated on: Feb 23, 2024
Report an Error