ସ୍ବୀକାରୋକ୍ତି

ମୋର ନିକଟତମ ଏବଂ ପ୍ରିୟଜନମାନଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ସୌହାଦ୍ଦ୍ଯପୂର୍ଣ୍ଣ ବାତାବରଣକୁ ମୁଁ ସ୍ୱୀକାର କରୁଛି, ଯାହାଦ୍ୱାରା ମୋ ଜୀବନରେ ଯେକୌଣସି ପ୍ରୟାସ ପ୍ରକୃତରେ ସୁଗମ ଏବଂ ସହଜ ହୋଇପାରିଛି । ଏହି ପୁସ୍ତକକୁ ପ୍ରସ୍ତୁତ କରିବା ପାଇଁ ଅନେକ ଲୋକ ଜାଣତରେ ହେଉ ଅବା ଅଜାଣତରେ ମୋତେ ସାହାଯ୍ୟ ଓ ସମର୍ଥନ କରିଥିବାରୁ ମୁଁ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ଏହି ପୁସ୍ତକ ଲେଖିବା ସମୟରେ ବିଭିନ୍ନ ଆଇଟି ପ୍ରକଳ୍ପ ପାଇଁ ମୋ ସହିତ ଯୋଗାଯୋଗ କରିଥିବା ମୋର ବନ୍ଧୁ ଓ ସହକର୍ମୀଙ୍କ ସହିତ ଆଲୋଚନାକୁ ଏହି ଅବସରରେ ମୁଁ ବହୁତ ମୂଲ୍ୟବାନ ମନେ କରୁଛି । ଏହି ପୁସ୍ତକ ପାଇଁ ମୁଁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରିଛି ଏବଂ ମୋ ପରିବାରଠାରୁ ଦୂରରେ ସମୟ ବିତାଇଛି । ଏହି ସମୟରେ ମୁଁ ମୋ ପରିବାରର ସମସ୍ତ ସଦସ୍ଯଙ୍କ, ବିଶେଷକରି ମୋ ପତ୍ନୀ ମିତାଙ୍କ ତ୍ଯାଗକୁ ସ୍ୱୀକାର କରୁଛି । ମୋର ଆଠ ବର୍ଷର ପୁଅ ଆୟଶଙ୍କ ଯୋଗଦାନକୁ ମଧ୍ୟ ଉଲ୍ଲେଖ କରିବା ଜରୁରୀ,

To continue reading "ସ୍ବୀକାରୋକ୍ତି", login now.

This page has been protected for subscriber only.