ଧର୍ମରାଜ ମହାମଲ୍ଲିକ

ବିଦାୟ ବେଳାର ଗୀତ
ଓଡିଆ
ଏ କବିତା ବିଦାୟ ବେଳାରେ ଆବାହନର ଏକ ଅପୂର୍ବ କବିତା । ସବୁ ସମ୍ଭାବନାର କାହାଣୀ କହୁଥିବା ଏ ବିଦାୟ ବେଳାର ଗୀତ ।
କିମ୍ବଦନ୍ତୀ ଯଦି ସତ ହୁଏ
ଓଡିଆ
କିମ୍ବଦନ୍ତୀ ଓ ସତ୍ୟ ଭିତରେ ରହିଥିବା ଏକ ଅଦୃଶ୍ୟ ସୀମାନ୍ତ ଓ ସେଇ ସୀମାନ୍ତରେ ଏ କବିତାର ବିଚରଣ ।
ପ୍ରକ୍ରିୟାରେ ଢଳୁଥିବା ଋତୁସବୁ
ଓଡିଆ
ଏ କବିତାରେ ଦାର୍ଶନିକତାର ଏକ ନୂଆପଣ ଅଛି । କବିତାରେ ଏ ନୂଆ କବିଙ୍କର ପାଦଚିହ୍ନ ବଡ ଗଭୀର ମନେ ହେଉଛି । ବଡ ସହଜରେ ଗମ୍ଭୀର

Report an Error