ଦୃଶ୍ୟାନ୍ତର

ସମ୍ପର୍କ ଭିତରେ ଅଦ୍ଭୁତ ଯୁକ୍ତି ଓ କଳ୍ପନାର ମିଶ୍ରଣ ଘଟାଇବାର କଳା ଏ କବିତାରେ ଅଛି । ଏ କବିତାରେ ସିଦ୍ଧାନ୍ତ ଓ କଳ୍ପନାର ଅପୂର୍ବ ସମନ୍ଵୟ ।


ଜାଣିଛ ! ଯେତେବେଳେ ଦୁଃଖରେ ନଇଁପଡନ୍ତି ପର୍ବତମାନେ ନଈସବୁ ଛାଣିଆଣନ୍ତି ଅର୍ନ୍ତଦାହ ଯେତେ, ତମେ କୁହ ସମୁଦ୍ରର ସ୍ୱାଦ ଲୁଣି । ଯେତେବେଳେ କଷ୍ଟ ହୁଏ ତମକୁ ଓ ମତେ ମତେ ଲାଗେ; ସବୁ ଦୁଃଖ ଅଭିଶାପ ତମେ କିନ୍ତୁ କହ ! ଅଭିଶାପରେ ବି ଥାଏ ନିଜରପଣ । ମୁଁ କହେ;

To continue reading "ଦୃଶ୍ୟାନ୍ତର", login now.

This page has been protected for subscriber only.

Report an Error