ପ୍ରବାସ

ତମେ, ମୁଁ ଓ ସକଳ ପୃଥ୍ଵୀ ଏକାନ୍ତରେ ଭୋଗୁଥାଉ ପ୍ରବାସ - ବାସ ଭିତରେ ପ୍ରବାସର ଏ ଦାର୍ଶନିକ ଅବବୋଧ ।


ଯେତେବେଳେ କାନ୍ଦନ୍ତି ଶୁଆ - ଶାରୀ ଖୁବ ନୀରବରେ ଶୁଭେ ଶବ୍ଦ ଶବ୍ଦ ଯେତେକ ଭାଙ୍ଗନ୍ତି, ଆବେଗର ରେଖାଚିତ୍ର ହେଇ ଯେତେବେଳେ କାନ୍ଦନ୍ତି ନର - ନାରୀ ସଅଳ ସଅଳ ବହେ ପବନ ଅଥଚ କୁହୁଳେଇ ପାରେନି ନିଆଁ ଆତ୍ମ ବିଭୋର ହୁଅନ୍ତି ଯେତେବେଳେ ଗୁଣ୍ଡିଚା ହଳ ଘର୍ଷଣ ହୁଏ ପାଦ ଓ ପ୍ରେମର ଫୁଲ

To continue reading "ପ୍ରବାସ", login now.

This page has been protected for subscriber only.

Report an Error