ଯୁଦ୍ଧ

ଅନେକ ଯୁଦ୍ଧ ଯୁଦ୍ଧକ୍ଷେତ୍ରରେ ନୁହଁ ବରଂ ନିଜ ଭିତରେ ଲଢାଯାଏ । ଏ ଯୁଦ୍ଧ ଅନ୍ତରଙ୍ଗ ଅନୁରାଗର ଯୁଦ୍ଧ । ବୈରାଗ୍ୟ ଓ ସଂଭୋଗ ଭିତରର ଯୁଦ୍ଧ ।


ଯୁଦ୍ଧ କହିଲେ କଣ ବୁଝ ପ୍ରିୟ ? ମୋର ହୁତୁହୁତୁ ହେଇ ଜଳିବା ବୁଝ ନା ବୁଝ ! ମୋର ଦୈହିକ ସନ୍ଧିପଣ ? ଉତାରି ଥୋଇଦେଲି ମୋର କବଚ ଫେରାଇ ଆଣିଲି ଛଡାସରିଥିବା ଶର ଥୋଇଦେଲି ମୋର ପରମ ଅହଂ, ଥୋଇଦେଲି, ଥୋଇଦେଲି ମୋର ପ୍ରତିଷ୍ଠା ଆଉ ପ୍ରାପ୍ତି ! ତମେ

To continue reading "ଯୁଦ୍ଧ", login now.

This page has been protected for subscriber only.

Report an Error