ଅହରହ ଅହଲ୍ୟା

ମିଥ୍ କୁ ନେଇ ବହୁ କବିତା ଆମର ରହିଛି ଓ ଆଗକୁ ଲେଖାଯିବ ମଧ୍ୟ । ତେବେ ମିଥିକ କବିତାରେ ଆଜିର ସମୟ କେତେ ଜୀବନ୍ତ ସେଇ ଆଧାରରେ ଇ ଗତିଶୀଳ ହେବ କବିତା ।


ସେମାନେ ଫି'ଥର ଚୋରେଇ ନେବେ ସାତରଂଗ ଥୋଇଦେଇ କିଛି ଭଗ୍ନ ଅବୟବ ଆଉ କାନ୍ଦ ନାହିଁ ସଖୀ ! ମୋର ପାଷାଣ ହେବା ସମୟ ଖୁବ ନିକଟ କୁହ ତ ସଖୀ ? କେବେ ଦେଖିଚ ମୋର ଆଖିରୁ ମୁକ୍ତି, କେବେ ବାରିଛ ମୋର ଦେହରୁ ପାପ ଅଥଚ, ମୋର ଆବେଗ, ସମସ୍ତ ଅନ୍ତରଙ୍ଗତା ଖୁବ ଛଳଛଳ !

To continue reading "ଅହରହ ଅହଲ୍ୟା", login now.

This page has been protected for subscriber only.

Report an Error