ଅହୋଭାଗ୍ୟ

କବିତା ସମୟ ଓ ସମୟାନ୍ତରର ସେତୁ । ଗୋଟେ ସମୟର ବନ୍ଧନରୁ ମୁକ୍ତ ଏବଂ ଆଉ ଏକ ସମୟ ସହିତ ସହବନ୍ଧିତ । ଏ କବିତାରେ ସମୟର ବିଶ୍ଵ ସଂପୂର୍ଣ୍ଣ ଅଲଗା ।


ଅୟୁତ ଅୟୁତ ବର୍ଷ ପରେ, ଯେବେ କେହି ବି ନଥିବେ ତମେ ଥିବ ତମ ଏକ୍ଲାପଣ ରେ । ମଗ୍ନ ହେଇ ଗୁଣୁଗୁଣାଉ ଥିବ ସାତସୁର ଅଥଚ, ଭୁଲି ସାରିଥିବ ଯେତେକ ଶବ୍ଦ ଓ ଧ୍ଵନି ସେବେଳ ଯାଏଁ ଜନ୍ମି ନ ଥିବେ ମେଣ୍ଡେଲିଭ ତମେ ଭ୍ରୃଳତା ରେ ପିନ୍ଧିଥିବା ବିନ୍ଦିକୁ ନେଇ, ତିଆରିବାକୁ ପର୍ଯ୍ୟାୟ ସାରଣୀ !

To continue reading "ଅହୋଭାଗ୍ୟ", login now.

This page has been protected for subscriber only.

Report an Error