ଦେବବ୍ରତ ଜେନା

ଲାଇବ୍ରେରୀ
ଓଡିଆ
ଲାଇବ୍ରେରୀରେ ଶବ୍ଦ ଓ ମୁହଁ ସବୁ ମିଶାମିଶି । କିଏ ଶବ୍ଦ ଓ କେଉଁଟି ମୁହଁ, କବି ଜାଣିପାରୁନି ।
ଅନେକବର୍ଷ ପରେ
ଓଡିଆ
ଅପରିଚୟ ଓ ପରିଚୟ ଭିତରେ ଏ କବିତାର ଖେଳ । ପ୍ରେମ ଓ ଅପ୍ରେମ ଭିତରେ ଏକ ସୂତ୍ର ନିର୍ମାଣ ଚାଲିଛି, ଯାର ସୂତ୍ରଧର ସ୍ଵୟଂ କବି
ଠାକୁରାଣୀ
ଓଡିଆ
ପ୍ରାର୍ଥନା ଓ ଠାକୁରାଣୀର କାନ ଭିତରେ ଥାଉ ଯୋଜନେ ଦୂରତା - ଏକ ଆଶ୍ଚର୍ଯ୍ଯ ପ୍ରାର୍ଥନାର ଏ କବିତା । ଜୀବନ ଭିତରେ ରହସ୍ୟକୁ ସଂସ୍ଥାପିତ କରି
ଚିତ୍ରିଣୀ
ଓଡିଆ
ଦେହ ଓ ଦେହାନ୍ତର ଭିତରେ କବିତାର ଶୋଭାଯାତ୍ରା ଜାରି ରହିଛି କାଳକାଳରୁ । ଏ କବିତା ଦେହର ନା ଦେହାନ୍ତରର ସେ ସିଦ୍ଧାନ୍ତ ସହଜ ନୁହେଁ ଆଦୌ
କୁଆଡେ ଗଲା କେଜାଣି
ଓଡିଆ
କବି ସାରା ଜୀବନ ଋଣ ଶୁଝୁଥାଏ କବିତାରେ । ଏ ଋଣ ସମୟ ଓ ପ୍ରକୃତି ପାଖରୁ, ଜୀବନର ସଙ୍କଟ ଓ ଦୁର୍ବିପାକ ପାଖରୁ ଆଣିଥିବା ଋଣ

Report an Error