ଚିତ୍ରିଣୀ

ଦେହ ଓ ଦେହାନ୍ତର ଭିତରେ କବିତାର ଶୋଭାଯାତ୍ରା ଜାରି ରହିଛି କାଳକାଳରୁ । ଏ କବିତା ଦେହର ନା ଦେହାନ୍ତରର ସେ ସିଦ୍ଧାନ୍ତ ସହଜ ନୁହେଁ ଆଦୌ ।


** ୧** ତୋର ଏ ଜାନୁ ନା ଅୟସର ଚିତ୍ରଲିପି ! ଯେଉଁଥିରେ ଟୋପାଏ ରଙ୍ଗ ପରି ଖସିଯାଏ ମୋ ବଳକା ବୟସ । ** ୨** କେଜାଣି କେଉଁ ଚିତ୍ରକର କେବେଠୁ ହଜାଇଦେଇଛି ତା' ଚିତ୍ରତୂଳୀ କହ ମୋତେ ପଚାରିଲେ କେହି କହିବିକି ନାହିଁ ତୋ ପାଦର ଠିକଣା ?

"ଚିତ୍ରିଣୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ