କଥା

କିଛି କଥା ଭୁଲିବାକୁ ହୁଏ, ଆଉ କିଛି କଥା ଅପାସୋରା ହୋଇ ରହିଯାଏ କାଳକାଳକୁ, ସେମିତି ଏକ କଥାକୁ ନେଇ ଏହି କବିତା ।


ପାଣି କହିଲା ଯା ପବନ କହିଲା ଯା ଯିଏ କହିଲା ଥା ବୋଲି ସିଏ ମାଟି । ବର ଓହଳ ପରି ମାଟିକାମୁଡି ପଡ଼ିରହିଲା କଥା କାଳକାଳକୁ । ଉଈ ଚରିଗଲେ ହାଡ଼ କ୍ଷେତ ଗିଳିଦେଲା ହିଡ... ତଥାପି ମଲାନି କଥା ସ୍ୱପ୍ନରେ ସ୍ୱପ୍ନରେ ମାଗିଲେ କାହାପାଇଁ କାନକୁ ବିଛାବାଉଳି ମଦନଗୋପାଳ

"କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ