ଲାଇବ୍ରେରୀ

ଲାଇବ୍ରେରୀରେ ଶବ୍ଦ ଓ ମୁହଁ ସବୁ ମିଶାମିଶି । କିଏ ଶବ୍ଦ ଓ କେଉଁଟି ମୁହଁ, କବି ଜାଣିପାରୁନି ।


ଫଟୋ - ୱିକିମିଡିଆ
କେବେ ଦିନେ ଆମ ଦୁହିଁଙ୍କ କବିତା ବାହାରିଥିଲା ଗୋଟିଏ ବହିରେ ପୃଷ୍ଠା କୋଡିଏରେ ସେ ପୃଷ୍ଠା ଏକୋଇଶରେ ମୁଁ କବିତା ଉପରେ ଆମର ଫଟୋ ଥିଲା କେହି ବହି ପଢ଼ିସାରି ମୁଦିଦେଲେ ବହି ଭିତରେ ମୋ ଓଠ ଛୁଉଁଥିଲା ତା ଓଠ । ତରଳି

"ଲାଇବ୍ରେରୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ