ଠାକୁରାଣୀ

ପ୍ରାର୍ଥନା ଓ ଠାକୁରାଣୀର କାନ ଭିତରେ ଥାଉ ଯୋଜନେ ଦୂରତା - ଏକ ଆଶ୍ଚର୍ଯ୍ଯ ପ୍ରାର୍ଥନାର ଏ କବିତା । ଜୀବନ ଭିତରେ ରହସ୍ୟକୁ ସଂସ୍ଥାପିତ କରି ରଖିବାର ଏ କବିତ୍ଵ ।


ପଥର ହୋଇ ଥା ମା' ନୀରବ ନିଥର ହୋଇ ଥା ସେତିକି ତୋର ଠାକୁରାଣୀପଣ ମୁଁ ବୋଉ ବେକରେ ଓହଳି ସେମିତି ଦେଖୁଥାଏ ଘଣ୍ଟପାଟୁଆ ଦେଖୁଥାଏ ବୋଉ କାନିପଛପଟେ ଲୁଚି କେମିତି ଗୋଟେ ହାଡୁଆ କେନ୍ଦରାବାଲା କାନ୍ଦକାନ୍ଦ କରିଦେଇଯାଏ ଗୋଟେ ଖରାବେଳ । କୋଉଠି ଲୁଚିଥାଏ ଏତେ ଦୁଃଖ ?

"ଠାକୁରାଣୀ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ