ସେପ୍ଟେମ୍ବର ୨୦୧୧
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୧ ମସିହାର ସେପ୍ଟେମ୍ବର ସଂଖ୍ୟାଟି ।
ବିଜୟାର ଏହି ସଂଖ୍ୟାରେ ରହିଛି ଅନେକ ହୃଦୟସ୍ପର୍ଶୀ କବିତା, ଗଳ୍ପ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଭାବ
ଉତ୍ତରପାଡ଼ା ଅଭିଭାଷଣ: ଶ୍ରୀ ଅରବିନ୍ଦ
ସମ୍ପାଦକୀୟ
କେବଳ ଆନ୍ନା: କେଦାର ମିଶ୍ର
ସ୍ମୃତିର ଗଳ୍ପ
ବଉଳି: ରାଜକିଶୋର ରାୟ
କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର
ବ୍ୟକ୍ତିତ୍ୱ
୭୫ ବର୍ଷରେ ବିଜୟ...: ସୀମନ୍ତ ମହାନ୍ତି
ଗଳ୍ପ
ଅପବର୍ଗ: ଚିତ୍ତରଞ୍ଜନ ଚିରଞ୍ଜିତ
ବହି ବିତର୍କ
ହର ପ୍ରସାଦଙ୍କ ଓଡ଼ିଆତ୍ୱ…: ଦୁର୍ଗା ପ୍ରସାଦ ପଣ୍ଡା
କବିତା
ପ୍ରତିଭା ପରିଡ଼ା
ବିଜୟ କୁମାର ତ୍ରିପାଠୀ
ରମାକାନ୍ତ ଗୋଚ୍ଛାୟତ
ଅକ୍ଷୟ ପାତ୍ର
କିଶୋର ପାଣିଗ୍ରାହୀ
ନୃତ୍ୟଶାଳା
ଫିଜି - ମୀରା ଓ ଓଡ଼ିଶୀର ଗୁଞ୍ଜନ: କେଦାର ମିଶ୍ର
ସ୍ୱତନ୍ତ୍ର ପ୍ରସଙ୍ଗ
ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ…: ପ୍ରଶାନ୍ତ କୁମାର ପ୍ରଧାନ
ଗଳ୍ପ
ନଗର ବୋହିରେ ଡୋମ୍ବି: ମମତା ରାଣୀ ବେହେରା
ଭ୍ରମଣ ବୃତ୍ତାନ୍ତ
ଆଜ୍ମେର୍ ଦରଗାହ ପାଇଁ ଆଖ୍ୟାୟିକା: ପ୍ରିୟବ୍ରତ ପାତ୍ର
ଗଳ୍ପ
ଦିଗମ୍ବର ଉପାଖ୍ୟାନ: ମୃତ୍ୟୁଞ୍ଜୟ ଷଡଙ୍ଗୀ
ବିଚିତ୍ର ଓଡ଼ିଶା
ପ୍ରକୃତିର ଦେବାଳୟ: ନୀଳାଦ୍ରି ବିହାରୀ ମିଶ୍ର
ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ
ଧେତ୍ତେରିକା: ଅଶ୍ୱିନୀ-ଅବନୀ