ଅକ୍ଟୋବର ୨୦୧୧
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୧ ମସିହାର ପୂଜା ବିଶେଷାଙ୍କ ।
ବିଜୟାର ଏହି ସଂଖ୍ୟାଟିରେ ରହିଛି ବହୁ ଲୋକପ୍ରିୟ କବି ଓ ଲେଖକଙ୍କ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ଆଲେଖ, ଆଳାପ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଭାବ
ଆନନ୍ଦ-ଲହରୀ: ଶଙ୍କରାଚାର୍ଯ୍ୟ
ସମ୍ପାଦକୀୟ
ଦେବୀ ରକ୍ତମାଂସର ମାନବୀ: କେଦାର ମିଶ୍ର
କବିର କଥା
ପରେପରେ: ଜୟନ୍ତ ମହାପାତ୍ର
ଗଳ୍ପ
ଆସ୍ତେ ଆସ୍ତେ ଅନ୍ଧକାର: ବିଭୂତି ପଟ୍ଟନାୟକ
ସ୍ୱତନ୍ତ୍ର ଆଲେଖ୍ୟ
ସାହିତ୍ୟିକର ସାମାଜିକ ସ୍ୱୀକୃତି ଓ ସମ୍ମାନ: ଜଗନ୍ନାଥ ପ୍ରସାଦ ଦାସ
ଗଳ୍ପ
ଆବାହନୀ: ପ୍ରଭାତ ମହାପାତ୍ର
ଗଳ୍ପ
ଅନାର୍ଯ୍ୟ ଦାସ: ଗିରି ଦଣ୍ଡସେନା
ଅନୁଭୂତି
ବ୍ୟକ୍ତି ଓ ବହି: ଅନନ୍ତ ମହାପାତ୍ର
ଗ୍ୟାଲେରୀ
ଶିଳ୍ପୀ - ରାଜା ରବି ବର୍ମା…:ସୁରେଶ ବଳବନ୍ତରାୟ
ଆଳାପ
ବିନା କବିତାରେ ସଙ୍ଗୀତର କୌଣସି ମୂଲ୍ୟ ନାହିଁ - ଜଗଜିତ ସିଂ: କେଦାର ମିଶ୍ର
ଗଳ୍ପ
ଝୁମ୍ ଝୁମ୍ ଝୁମ୍ରାରେ…: ଜୟନ୍ତୀ ରଥ
ଗଳ୍ପ ଅଷ୍ଟଲକ୍ଷ୍ମୀ: ପରେଶ କୁମାର ପଟ୍ଟନାୟକ
ଚିତ୍ରକଥା
ମାୟାପୁରୀର ସୁନାମାଣିକ ମହାଶ୍ୱେତା: ସତ୍ୟ ପାଣିଗ୍ରାହୀ
ବିଚାର
ଆମ ସମୟର ମଣିଷ: ଦେବଦାସ ଛୋଟରାୟ
ଗଳ୍ପ
ଆକାଶ ଖୋଜା: କବିତା ବାରିକ୍
ଗଳ୍ପ
ପରିଚୟ: ଡକ୍ଟର ଶୁଭକାନ୍ତ ବେହେରା
ଗଳ୍ପ ବ୍ରହ୍ମ ରାକ୍ଷସ: ନରେନ୍ଦ୍ର ସାହୁ
ଅନୁବାଦ ଗଳ୍ପ
ଫିନିକ୍ସ ପକ୍ଷୀର କିମ୍ବଦନ୍ତୀ - ଇଂରାଜୀ: ତ୍ରାଁଥୁଏ ମୋଇ, ଅନୁବାଦ: ଡ. ଶକୁନ୍ତଳା ବଳିଆରସିଂହ
ଗଳ୍ପ
ଗୋଟେ ମଲାଚଢେଇର ଗପ: ଆଦିତେଶ୍ୱର ମିଶ୍ର
ଗଳ୍ପ
ପ୍ରଶ୍ନ: ରମାକାନ୍ତ ସାମନ୍ତରାୟ
ଅନୁବାଦ ଗଳ୍ପ
ଝରଣା ଘର - ମୂଳ: ଲୁଡ୍ମିଲା ପେଟ୍ରେୁସେ ଭାସ୍କୀୟ, ଅନୁବାଦ: ରବୀନ୍ଦ୍ର କୁମାର ସ୍ୱାଇଁ
ଧାରାବାହିକ ଉପନ୍ୟାସ
ଇଷତ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତୀଶ୍ ଆଚାର୍ଯ୍ୟ
ଗଳ୍ପ
ଅଲୋଡ଼ା: ନିବେଦିତା ଜେନା
ଗଳ୍ପ
ବ୍ଲାକ୍: ସରୋଜ ବଳ
କବିତା
ରମାକାନ୍ତ ରଥ
ବ୍ରଜନାଥ ରଥ
ସୌଭାଗ୍ୟ କୁମାର ମିଶ୍ର
ପ୍ରତିଭା ଶତପଥୀ
ହରିହର ମିଶ୍ର
ହରପ୍ରସାଦ ଦାସ
ଶୈଳଜ ରବି
ଦିଲ୍ଲୀପ ଦାସ
ସରୋଜିନୀ ଷଡ଼ଙ୍ଗୀ
ପ୍ରସନ୍ନ ପାଟ୍ଟଶାଣୀ
ଆଶୁତୋଷ ପରିଡ଼ା
ଅଶ୍ୱିନୀ କୁମାର ମିଶ୍ର
କୁମାର ହସନ
ରାମକୃଷ୍ଣ ସାହୁ
ସୁନୀଲ୍ ପୃଷ୍ଟି
ପ୍ରହ୍ଲାଦ ଶତପଥୀ
ବିରଜା ବଳ
ଲେଲିନ୍ କୁମାର
ସରୋଜ
ପବିତ୍ର ମୋହନ ଦାଶ
ଦୁର୍ଗା ପ୍ରସାଦ ପଣ୍ଡା
ଶର୍ମିଷ୍ଠା ସାହୁ
ଭାରତ ମାଝୀ
ଶୁଭଶ୍ରୀ ଲେଙ୍କା
ପ୍ରୀତିଧାରା ସାମଲ
ଗାୟତ୍ରୀବାଳା ପଣ୍ଡା
ଶକ୍ତି ମହାନ୍ତି
ବିତର୍କ
ପୁରୁଷ ଓ ପୁରୁଷତନ୍ତ୍ର…: ପ୍ରମୋହିନୀ ପ୍ରଧାନ
ଉପନ୍ୟାସ
ଚିଠି ଆସେ ନାହିଁ: ଅଧ୍ୟାପକ ବିଶ୍ୱରଞ୍ଜନ
ଧେତ୍ତେରିକା: ଅଶ୍ୱିନୀ-ଅବନୀ