ନଭେମ୍ବର ୨୦୧୧
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୧ ମସିହାର ନଭେମ୍ବର ସଂଖ୍ୟାଟି ।
ବିଜୟାର ଏହି ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ଆଲେଖ, ଆଳାପ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଭାବ
କାଳିଆରେ ତୋ’ ଲୀଳା ବଡ଼ ବିଚିତ୍ର: ବିହାରିଲାଲ ପଟ୍ଟନାୟକ
ସମ୍ପାଦକୀୟ
ଫୁଲ ଓ ବନ୍ଧୁକର ଯୁଦ୍ଧ: କେଦାର ମିଶ୍ର
କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର
ଗଳ୍ପ
ଅଷ୍ଟଲକ୍ଷ୍ମୀ: ପରେଶ କୁମାର ପଟ୍ଟନାୟକ
ସାକ୍ଷାତକାର
ଜୀବନ ଓ କବିତା ସମ୍ପର୍କରେ… : ମନୁ ଦାଶ
ଗଳ୍ପ
ବାଗ୍ଦତ୍ତା: ହରପ୍ରିୟା ପଟ୍ଟନାୟକ
କବିତା
ଦାଶ ବେନହୁର୍
ହୃଷୀକେଶ ମେହେର
ଡକ୍ଟର ପ୍ରସନ୍ନ କୁମାର ମିଶ୍ର
ଉମାଶଙ୍କର ପଣ୍ଡା
ତପନ ପଟ୍ଟନାୟକ
ନୃତ୍ୟଶାଳା
ଆଧ୍ୟାତ୍ମିକତାର ନୃତ୍ୟାନୁଭବ: ଅଷ୍ଟପଦୀ ଉତ୍ସବ
ଇତିହାସର ରୂପ ରଚନା - ଗାଥା ଓଡ଼ିଶୀ: କେଦାର ମିଶ୍ର
ବ୍ୟକ୍ତିତ୍ୱ
ସ୍ୱରସମ୍ରାଟ ସୁରମଣି: ସତ୍ୟ ପାଣିଗ୍ରାହୀ
ସ୍ୱତନ୍ତ୍ର ପ୍ରସଙ୍ଗ
ମରାଳ ମାଳିନୀ ନୀଳାମ୍ବୁ ଚିଲିକା: ଅଭୟ ସିଂହ
ଗଳ୍ପ
ମମତାର ମୂଲ: ସୀତେଶ ତ୍ରିପାଠୀ
ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ
ଧେତ୍ତେରିକା: ଅଶ୍ୱିନୀ-ଅବନୀ