ଜୁନ୍ ୨୦୧୧
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୧ ମସିହାର ଜୁନ୍ ସଂଖ୍ୟାଟି ।
କେଦାର ମିଶ୍ରଙ୍କ ସମ୍ପାଦିତ ଏହି ସଂଖ୍ୟାଟିରେ ରହିଛି ଅନେକ ହୃଦୟସ୍ପର୍ଶୀ କବିତା, ଗଳ୍ପ ଆଉ ଚମତ୍କାର ପ୍ରସଙ୍ଗ । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଭାବ
ସତ୍ୟଂ ପରଂଧୀମହି: ଜଳନ୍ଧର ଦେବ
ସମ୍ପାଦକୀୟ
ଶେଷଧାଡ଼ିରେ ଠିଆ ହୋଇଥିବା ଲୋକର ସାହସ: କେଦାର ମିଶ୍ର
ସ୍ମୃତିରେ ଗଳ୍ପ
ସୂର୍ଯ୍ୟ ଶିଶୁ: ବ୍ରହ୍ମାନନ୍ଦ ପଣ୍ଡା
ଜୀବନ ଆଶ୍ରମ
ଶାନ୍ତିନିକେତନ - ସ୍ୱପ୍ନ-ଫୁଲର ରଙ୍ଗ ମଉଳିଛି, ମରିନି ମହୁ ମହକ: ଅଭୟ ସିଂହ
ବ୍ୟକ୍ତିତ୍ୱ
ଆପନ୍ନା ପରିଚ୍ଛା - ବହୁ ଭାବ ଓ ଅନୁଭବରେ ଶିଳ୍ପୀ: ବିଘ୍ନେଶ୍ୱର ସାହୁ
କବିତା
ସେନାପତି ପ୍ରଦ୍ୟୁମ୍ନ କେଶରୀ
ବିୟତ୍ପ୍ରଜ୍ଞା ତ୍ରିପାଠୀ
ଗୌରୀଶଙ୍କର ପଣ୍ଡା
ଚକ୍ରପାଣି ପରିଚ୍ଛା
ରୁନୁ ମହାନ୍ତି
ସାଂସ୍କୃତିକୀ
ମୟୂରଭଞ୍ଜ ସଂସ୍କୃତିରେ ବିଶ୍ୱପ୍ରସିଦ୍ଧ ଛଉ ନୃତ୍ୟ: ଡକ୍ଟର କବିତା ବାରିକ
ଗ୍ୟାଲେରୀ
ଅମଲ୍ କମଲ୍ ବିମଲ୍ ଏବଂ ଇନ୍ଦ୍ରଜିତ୍ ଏବଂ ବାଦଲ୍ ସରକାର - ବିଜୟା
ନାଟ୍ୟଶାଳା
ଉତ୍ତରପୁରୁଷର ନାଟ୍ୟ ପରିକ୍ରମା
ତୀର୍ଥକାକ
ମୁଖ୍ୟପ୍ରସଙ୍ଗ
ଯୁଦ୍ଧରେ ଜଳୁଥିବା ଏକ ଦେଶ - ବିଦାୟ: ଡକ୍ଟର ଦେବାଶିଷ ମହାପାତ୍ର
ଗଳ୍ପ
କରମର୍ଦ୍ଦନ: ଚିତ୍ତରଂଜନ ତ୍ରିପାଠୀ
ବହିଚର୍ଚ୍ଚା
ଭୋରମୋତିର କାନଫୁଲ - ଜୟନ୍ତ ମହାପାତ୍ରଙ୍କ ଏକ ଢଳ ଢଳ ଚେହେରା: ସନ୍ଧ୍ୟାରାଣୀ ଭୋଇ
ସ୍ମୃତିଫର୍ଦ୍ଦ
ଜୀବନଭରା ବାଦଲ: ଡକ୍ଟର ଚନ୍ଦନ କୁମାର ସିଂହ
ଆତ୍ମକଥନ
ପରିଯୋଜନା ଓ ପ୍ରତାରଣା: ଦିନନାଥ ପାଠୀ
ଗଳ୍ପ
ଆଲେକ୍ଜାଣ୍ଡର୍ର ଅଭିସାର: ବିଜନବାଳା ପାଟଯୋଷୀ
ଧାରାବାହିକ ଉପନ୍ୟାସ
ବେବି ହାଲଦାରଙ୍କ ଦ୍ୱିତୀୟ ଉପନ୍ୟାସ: ଇଷତ୍ ରୂପାନ୍ତର - ୧
ଅନୁବାଦ: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତୀଶ୍ ଆଚାର୍ଯ୍ୟ
ଧେତ୍ତେରିକା: ଅଶ୍ଵିନୀ - ଅବନୀ