ଜୁଲାଇ ୨୦୧୧
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି। ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୧ ମସିହାର ଜୁଲାଇ ସଂଖ୍ୟାଟି ।
ବିଜୟାର ଏହି ସଂଖ୍ୟାଟିରେ ରହିଛି ପୁରୀକୁ ନେଇ ଏକ ଚମତ୍କାର ପ୍ରସଙ୍ଗ, ତା ସହିତ ଅନେକ ହୃଦୟସ୍ପର୍ଶୀ କବିତା, ଗଳ୍ପ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଭାବ
ଜଗନ୍ନାଥ ଜଣାଣ: ସୁରେନ୍ଦ୍ର ମହାନ୍ତି
ସମ୍ପାଦକୀୟ
ମୋଚିରାମ ଓ ଶ୍ରୀଗୀତଗୋବିନ୍ଦ: କେଦାର ମିଶ୍ର
ସ୍ମୃତିର ଗଳ୍ପ
କୋକିଳା ମାହାରୀ: ରବି ପଟ୍ଟନାୟକ
ଗପ
ଗପ ବାକ୍ସ: ମହେଶ୍ୱତା ସାହୁ
ପୋଡ଼ା କଲିଜା: ଗଗନ ସ୍ୱାଇଁ
ଭସ୍ମସ୍ୱାନ: ଡ. ଅଜୟ ବାରିକ୍
ଧାରାବାହିକ ଉପନ୍ୟାସ
ବେବି ହାଲଦରଙ୍କ ଦ୍ଵିତୀୟ ଉପନ୍ୟାସ: ଇଷତ୍ ରୂପାନ୍ତର
ଅନୁବାଦ: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତୀଶ୍ ଆଚାର୍ଯ୍ୟ
କବିତା
ଜୟନ୍ତ ମହାପାତ୍ର
ରମାକାନ୍ତ ରଥ
ମନୋଜ ମେହେର
ମାନମୟୀ ରଥ
ମାଧୁରୀ ପଣ୍ଡା
ସଞ୍ଜୟ କୁମାର ମିଶ୍ର
ମନୋରଞ୍ଜନ ପାଣିଗ୍ରାହୀ
ଗ୍ୟାଲେରୀ
ଚିତ୍ର ଘୋଡ଼ାର ସଇସ ବିଦାୟ ମକ୍ବୁଲ୍… : ରମାକାନ୍ତ ସାମନ୍ତରାୟ
ସାକ୍ଷାତ୍କାର
ମଞ୍ଚର ମହାନାୟିକା - ଭାନୁମତୀ ଦେବୀ: ଶ୍ୟାମ ପ୍ରକାଶ ସେନାପତି
ପ୍ରଚ୍ଛଦ ପ୍ରସଙ୍ଗ
ଧନ୍ୟ ସେହି ପୁରୀ:
ରାଜେନ୍ଦ୍ର କିଶୋର ପଣ୍ଡା
ସନ୍ତୋଷ ତ୍ରିପାଠୀ
ମାର୍କ ଟଲୀ
ଶରତ ପୂଜାରୀ
ଅଧ୍ୟାପକ ବିଶ୍ୱରଞ୍ଜନ
ପବିତ୍ର ମୋହନ ଦାଶ
ଧେତ୍ତେରିକା: ଅଶ୍ଵିନୀ - ଅବନୀ