ଜାନୁୟାରୀ ୨୦୧୨

ପତ୍ରିକାର ୨୦୧୨ ମସିହାର ଜାନୁୟାରୀ ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ଆଲେଖ୍ଯ, ଆଳାପ ପ୍ରଭୃତି ।
ପ୍ରକାଶକ: ସଚିତ୍ର ବିଜୟା
ଡିଜିଟାଲ୍ (ପିଡିଏଫ୍)
INR 25.00

ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ଜାନୁୟାରୀ ସଂଖ୍ୟାଟି ।

ବିଜୟାର ଏହି ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ଆଲେଖ, ଆଳାପ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।

ସୂଚୀପତ୍ର
ମହାଦିଗନ୍ତ
ଧର୍ମ ଓ ଆଜିର ଯୁବମାନସ

ସମ୍ପାଦକୀୟ
ଦୁଃଖର ଅନ୍ତହୀନ ଗୀତ: କେଦାର ମିଶ୍ର

କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର

ଗଳ୍ପ ସଢ଼େଇ ଖେଳ: ନର୍ମଦା ନୀଳୋତ୍ପଳା

ଜୀବନ ଦର୍ପଣ
ଅଇଁଠା: ବିଜୟ କୁମାର ମହାନ୍ତି

ଗଳ୍ପ
ସୂର୍ଯ୍ୟୋଦୟ ଅପେକ୍ଷାରେ: ଦେବାଶିଷ ସାମନ୍ତରାୟ

ବହି ଚର୍ଚ୍ଚା
ଜୀବନର ଯଥାର୍ଥମାନଙ୍କ ସହିତ ସାକ୍ଷାତ: ସୁଚେତା ମିଶ୍ର

ବିଶେଷ ପ୍ରସଙ୍ଗ
ଅଢେଇ ଦିନର ଝୋପଡ଼ି ଓ ପୃଥିବୀର ରାଜାମାନେ: ପ୍ରିୟବ୍ରତ ପାତ୍ର

କବିତା
ସେନାପତି ପ୍ରଦ୍ୟୁମ୍ନ କେଶରୀ
ପ୍ରହ୍ଲାଦ ଶତପଥୀ
ବିଜୟ ଉପାଧ୍ୟାୟ
ସଞ୍ଜିତ୍ କୁମାର ବଳ
ଭାରତୀ ଚକ୍ର
ଡ. ଶରତ ଚନ୍ଦ୍ର ରଥ

ସାଂସ୍କୃତିକୀ
ମୟୂରଭଞ୍ଜ ଲୋକସଂସ୍କୃତିରେ ମକର ପର୍ବ: ଡକ୍ଟର କବିତା ବାରିକ୍‌

ମୁଖ୍ୟ ପ୍ରସଙ୍ଗ
ଶ୍ରୀ ଅରବିନ୍ଦ, ଆଲିପୁର ବୋମା ମାମଲା...- ମୂଳ ଇଂରାଜୀ: ଅମୀୟ କୁମାର ସାମନ୍ତ, ଅନୁବାଦ: ପ୍ରଦୀପ କୁମାର ରାୟ

ଗଳ୍ପ
ସ୍ୱର୍ଗ, ନର୍କ, ନିନି ମିଶ୍ର: ସନ୍ତୋଷ ସାମଲ

ବ୍ୟକ୍ତିତ୍ୱ
ଭାସିଯାଏ ମୋ କାଗଜ ଡଙ୍ଗା: ସୀମନ୍ତ ମହାନ୍ତି

ଗଳ୍ପ
ଜଣେ ଲୋକ ଥିଲା: ଡ. କିଶୋର ମହାନ୍ତି

ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ

ଧେତ୍‌ତେରିକା: ଅଶ୍ୱିନୀ-ଅବନୀ

ତ୍ରୁଟି ରିପୋର୍ଟ କରନ୍ତୁ