ଫେବୃୟାରୀ ୨୦୧୨
ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୨ ମସିହାର ଫେବୃଆରୀ ସଂଖ୍ୟା ଟି ।
ବିଜୟାର ଏହି ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ଆଲେଖ, ଆଳାପ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।
ସୂଚୀପତ୍ର
ମହାଦିଗନ୍ତ
ଭାସ୍କୋ ପୋପାଙ୍କ କବିତା
ସମ୍ପାଦକୀୟ
ମନର ମଣିଷ: କେଦାର ମିଶ୍ର
କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର
ଗଳ୍ପ
ମହାମୁକ୍ତି: ନିତ୍ୟାନନ୍ଦ ପଣ୍ଡା
ଗାଁ କଥା
ଗାଳି: ଡ. ଅଜୟ କୁମକାର ମିଶ୍ର
ଗଳ୍ପ
ଚମ୍ପାପୁର ଗାଁର ପାଗଳ ବାବା: ରଞ୍ଜନ ପ୍ରଧାନ
ଗଳ୍ପ
ସ୍ୱପ୍ନ ଗଢୁଥିବା ଛାଇ: ସୁପ୍ରିୟା ପାଲ୍
ବିଶେଷ କବିତା
ପ୍ରଫେସର ସଂଘମିତ୍ରା ମିଶ୍ର
କବିତା
ମନୋଜ କୁମାର ପଣ୍ଡା
କମଳା କୃଷ୍ଣ ତ୍ରିପାଠୀ
ପ୍ରସନ୍ନ ମିଶ୍ର ‘ମୌସୁମୀ’
ମନୋଜ ମେହେର
ଭ୍ରମଣ କାହାଣୀ
ଖଜୁରାହୋର ଅତୁଲ୍ୟ ଜୈନ୍ୟ ମନ୍ଦିର: ଡକ୍ଟର ତରୁଣ କୁମାର ଓଝା
ସାଂସ୍କୃତିକୀ
ଡଙ୍ଗର ଢାଲୁରେ ଏବେ ବି ଶୁଭୁଛି ପ୍ରେମ ସଙ୍ଗୀତ: ରବି ପ୍ରଧାନ
ମୁଖ୍ୟ ପ୍ରସଙ୍ଗ
ସମୟର ବିସ୍ମୃତି ଗର୍ଭରେ ଏକ ଜାତି: ସୁଭାଷଚନ୍ଦ୍ର ପଟ୍ଟନାୟକ
ଗଳ୍ପ
ରାକ୍ଷସ: ଡକ୍ଟର ପ୍ରସନ୍ନ କୁମାର ମିଶ୍ର
ବିଶେଷ ପ୍ରସଙ୍ଗ
ମହାନ୍ ସ୍ରଷ୍ଟା ବୋରିସ୍ ପାଷ୍ଟରନାକ୍ଙ୍କ ଜୀବନୀ ଓ ସୃଷ୍ଟି: ସୌରୀବନ୍ଧୁ କର
ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ
ଧେତ୍ତେରିକା: ଅଶ୍ୱିନୀ-ଅବନୀ