ଡିସେମ୍ବର ୨୦୧୧

ପତ୍ରିକାର ୨୦୧୧ ମସିହାର ଡିସେମ୍ବର ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ଆଲେଖ, ଆଳାପ ପ୍ରଭୃତି ।
ପ୍ରକାଶକ: ସଚିତ୍ର ବିଜୟା
ଡିଜିଟାଲ୍ (ପିଡିଏଫ୍)
INR 25.00

ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣା ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୧ ମସିହାର ଡିସେମ୍ବର ସଂଖ୍ୟା ଟି ।

ବିଜୟାର ଏହି ସଂଖ୍ୟାଟିରେ ରହିଛି ଅନେକ କବିତା ଓ ଗଳ୍ପ, ତା ସହିତ ସ୍ଵତନ୍ତ୍ର ଆଲେଖ, ଆଳାପ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।

ସୂଚୀପତ୍ର
ମହାଦିଗନ୍ତ
ହାରୋଲ୍‌ଡ ପିଣ୍ଟର୍‌ଙ୍କ ତିିନିଟି କବିତା

ସମ୍ପାଦକୀୟ
ନିଜ ନିଜର ବିଦ୍ରୋହ: କେଦାର ମିଶ୍ର

କବିର କଥା ପରେ ପରେ: ଜୟନ୍ତ ମହାପାତ୍ର

ଗଳ୍ପ
ବୋଉ: ଯଶୋବନ୍ତ ମହାରଣା

ସ୍ୱତନ୍ତ୍ର ପ୍ରସଙ୍ଗ
ଜରା ହଟ୍‌କେ ଜରା ବଚ୍‌କେ...: ଡକ୍ଟର ଶ୍ରୀମତୀ ସାରଦା ମହାପାତ୍ର

କବିତା
ନିୟତି ପ୍ରିୟଦର୍ଶିନୀ ନାୟକ
ଶ୍ରୀହରି ଧଳ
ସୁଶୀଲ୍ କୁମାର ପାଣିଗ୍ରାହୀ
ଚିତ୍ତରଞ୍ଜନ ନାୟକ
ଚିନ୍ମୟ ବିବେକ ଚିରଶ୍ରୀ ଇନ୍ଦ୍ରସିଂ

ଗ୍ୟାଲେରୀ
ଡେଣା ନଥିବା ପାରାର ଉଡ଼ାଣ...: ସୁରେଶ ବଳବନ୍ତରାୟ

ନୃତ୍ୟଶାଳା
ରାଧା ମୀରା ଭାବର ନବଗୁଞ୍ଜନ...: କେଦାର ମିଶ୍ର

ମୁଖ୍ୟ ପ୍ରସଙ୍ଗ
ସ୍ମୃତିର ଏକ ଉଜ୍ଜ୍ୱଳ ତାରକା - ଗଙ୍ଗାଧର ମେହେର: ଡକ୍ଟର ସୁଶୀଳ କୁମାର ବାଗ୍‌

ଗଳ୍ପ
ଏଣ୍ଡୁଅ ପାଲଟି ଯାଉଥିବା ମଣିଷ: ବାସୁଦେବ ସୁନାନୀ

ବିଶେଷ ପ୍ରସଙ୍ଗ
ଦେଶ ବିଦେଶରେ ଶ୍ରୀ ରାମକୃଷ୍ଣ: ପ୍ରଦୀପ କୁମାର ରାୟ

ଗଳ୍ପ
ଦାନ୍ତ: ଆଭାସ କୁମାର ବରାଳ

ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତିଶ୍ ଆଚାର୍ଯ୍ୟ

ଧେତ୍‌ତେରିକା: ଅଶ୍ୱିନୀ-ଅବନୀ

ତ୍ରୁଟି ରିପୋର୍ଟ କରନ୍ତୁ