ଅଗଷ୍ଟ ୨୦୧୧

ପତ୍ରିକାର ୨୦୧୧ ମସିହାର ଅଗଷ୍ଟ ସଂଖ୍ୟାଟିରେ ରହିଛି ଚୌଧୁରୀ ପରିବାର: ସ୍ଵରାଜ ଓ ସାହିତ୍ୟକୁ ନେଇ ମୁଖ୍ୟ ପ୍ରସଙ୍ଗ ଏବଂ ଅନେକ ହୃଦୟସ୍ପର୍ଶୀ କବିତା, ଗଳ୍ପ ପ୍ରଭୃତି ।
ପ୍ରକାଶକ: ସଚିତ୍ର ବିଜୟା
ଡିଜିଟାଲ୍ (ପିଡିଏଫ୍)
INR 25.00

ଆମ ସମୟର ଏକ ଚର୍ଚ୍ଚିତ ତଥା ଉଚ୍ଚାଙ୍ଗ ସାହିତ୍ୟ ପତ୍ରିକା ହେଉଛି “ସଚିତ୍ର ବିଜୟା” । ରଙ୍ଗ ରୂପ ତଥା ବିଭାବରେ ସେ ଅନ୍ୟ ପତ୍ରିକାଙ୍କ ମଧ୍ୟରେ ନିଜର ଏକ ନିଆରା ସ୍ଥାନ ଅଧିକାର କରିଥିଲା । ୧୯୯୪ ମସିହାରେ ବିଜୟା ଆତ୍ମପ୍ରକାଶ କରିଥିଲା । ସେତେବେଳେ ଏହାର ସମ୍ପାଦକ ଥିଲେ ଅଭୟ ସିଂହ । ୧୯୯୪ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ବିଜୟା ଓଡ଼ିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା । କଳା, ସଂସ୍କୃତି, ସାହିତ୍ୟରେ ପରିପୂର୍ଣ୍ଣ ଏହି ମାସିକ ଓଡ଼ିଆ ଫିଚର୍ ପତ୍ରିକାଟି ସେତେବେଳେ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ କୌଣସି କାରଣ ଯୋଗୁଁ ବିଜୟା ପ୍ରକାଶନ ବନ୍ଦ ହୋଇଯାଇଛି । ଆଜିର ସମୟରେ ଆମେ ପୁଣିଥରେ ସେହି କ୍ଲାସିକ୍ ପତ୍ରିକା ‘ସଚିତ୍ର ବିଜୟା’ କୁ ଆପଣଙ୍କ ସାମ୍ନାକୁ ଡିଜିଟାଲ୍ ରୂପରେ ଆଣିବାର ପ୍ରୟାସ କରିଛୁ । ଏହି କ୍ରମରେ ଆପଣମାନଙ୍କ ପାଇଁ ସଚିତ୍ର ବିଜୟା ପତ୍ରିକାର ୨୦୧୧ ମସିହାର ଅଗଷ୍ଟ ସଂଖ୍ୟାଟି ।

ବିଜୟାର ଏହି ସଂଖ୍ୟାଟିରେ ଚୌଧୁରୀ ପରିବାର: ସ୍ଵରାଜ ଓ ସାହିତ୍ୟକୁ ନେଇ ମୁଖ୍ୟ ପ୍ରସଙ୍ଗ ରହିଥିବାବେଳେ ଅନେକ ହୃଦୟସ୍ପର୍ଶୀ କବିତା, ଗଳ୍ପ ପ୍ରଭୃତି । ଯାହା ଆପଣମାନଙ୍କ ପାଇଁ ଏବେ ଉପଲବ୍ଧ ।

ସୂଚୀପତ୍ର
ମହାଭାବ
ସ୍ୱାଧୀନତାର ସୂତ୍ର: ବିଜୟା

ସମ୍ପାଦକୀୟ
ଦେଶକଥା: କେଦାର ମିଶ୍ର

ସ୍ମୃତିର ଗଳ୍ପ
ଭଗବାନ୍ ମଲେ ମରନ୍ତୁ…:କିଶୋରୀ ଚରଣ ଦାସ

କବିର କଥା
ପରେ ପରେ: ଜୟନ୍ତ ମହାପାତ୍ର

ବହି ବିତର୍କ
ଓଡ଼ିଆ ଜାତିର ଜୀବନ କଥା: ଲେଖକଙ୍କ ସହ ଏକ ଖୋଲା କଥାବାର୍ତ୍ତା - ଭାରତ ମାଝୀ

ବହିଚର୍ଚ୍ଚା
ଓଡ଼ିଆତ୍ୱର ମହାବିମର୍ଶ: ପବିତ୍ର ମୋହନ ଦାଶ
କାହାଣୀ ନଥିବାର ଗଳ୍ପ କଳା: ରମାକାନ୍ତ ରଥ

କବିତା
ନାରାୟଣ ପ୍ରସାଦ ବେହେରା
ପ୍ରଜ୍ଞାଶ୍ରୀ ରଥ
ରବି ଶତପଥୀ
ରୁନୁ ମହାନ୍ତି

କାର୍ଟୁନ୍‌
କାର୍ଟୁନ୍‌ର ପୃଥିବୀ - ସୌଜନ୍ୟ: ଅଶ୍ୱିନୀ - ଅବନୀ

ଗ୍ୟାଲେରୀ
ରାଜାମାନଙ୍କର ଶିଳ୍ପୀ ଶିଳ୍ପୀମାନଙ୍କର ରାଜା: ରମାକାନ୍ତ ସାମନ୍ତରାୟ

ମୁଖ୍ୟ ପ୍ରସଙ୍ଗ
ଚୌଧୁରୀ ପରିବାର: ସ୍ଵରାଜ ଓ ସାହିତ୍ୟ
ଗୋପବନ୍ଧୁ ଚୌଧୁରୀ
ରମାଦେବୀ ଚୌଧୁରୀ
ନବକୃଷ୍ଣ ଚୌଧୁରୀ
ମାଳତୀ ଚୌଧୁରୀ
ଶରତଚନ୍ଦ୍ର ମହାରଣା
ମନମୋହନ ଚୌଧୁରୀ
ଅନ୍ନପୂର୍ଣ୍ଣା ମହାରଣା
ନାରାୟଣ ଦେଶାଇ

ଗଳ୍ପ
ଲୁଚିଛି: କାଶୀନାଥ ନନ୍ଦୀ

ଧାରାବାହିକ ଉପନ୍ୟାସ
ଇଷତ୍ ରୂପାନ୍ତର: ଅଞ୍ଜଳି ଆଚାର୍ଯ୍ୟ ଓ ପ୍ରୀତୀଶ୍ ଆଚାର୍ଯ୍ୟ

ଗଳ୍ପ
କୋଇଲିର ଗୋପନ ଗୀତ: ଗଙ୍ଗାଧର ବିଶ୍ୱାଳ
ହୋମ୍‌ଲୋନ୍‌: ଦେବରଞ୍ଜନ

ତ୍ରୁଟି ରିପୋର୍ଟ କରନ୍ତୁ