ସଂପୂର୍ଣ୍ଣା

“ସଂପୂର୍ଣ୍ଣା” ହେଉଛି ଏକ ନାରୀକୈନ୍ଦ୍ରିକ ଉପନ୍ୟାସ ଯେଉଁଥିରେ ଗୋଟିଏ ଛୋଟ ଝିଅର ଅବିଶ୍ଵସନୀୟ କୃତିତ୍ୱ ବର୍ଣ୍ଣିତ।
Author: ପ୍ରେମଲତା ସାହୁ
Digital (PDF)
INR 100.00

“ସଂପୂର୍ଣ୍ଣା” ହେଉଛି ଏକ ନାରୀକୈନ୍ଦ୍ରିକ ଉପନ୍ୟାସ ଯେଉଁଥିରେ ଗୋଟିଏ ଛୋଟ ଝିଅର ଅବିଶ୍ଵସନୀୟ କୃତିତ୍ୱ ବର୍ଣ୍ଣିତ। ଗୋଟିଏ ଦୟନୀୟ ପରିବାର କେମିତି ଗୋଟିଏ ଛୋଟ ଝିଅର ପ୍ରୟାସରେ ପରିପୂର୍ଣ୍ଣତା ଲାଭ କରିଛି, ତାହାହିଁ ଉପନ୍ୟାସର ଆଧାର। ଏଥିରେ ଆବେଗ ଭରା ପାରିବାରିକ ବନ୍ଧନ, ଦାମ୍ପତ୍ୟ ପ୍ରେମ ତଥା ମାତୃତ୍ଵର ପରାକାଷ୍ଠା, ଜଟିଳ ସମ୍ପର୍କଗୁଡ଼ିକର ସମୀକରଣ ଆଦି ବିବିଧ ମନଛୁଆଁ ଉପାଦାନ ଦେଖିବାକୁ ମିଳିବ। ନିଃସନ୍ଦେହରେ ଉପନ୍ୟାସଟି ଏକ ସମ୍ପୂର୍ଣ୍ଣ ପାରିବାରିକ ମନୋରଞ୍ଜନ ଓ ସାମାଜିକ ସଚେତନତାର ନିର୍ଭର ପ୍ରତିଶ୍ରୁତି ବହନ କରିଛି।

Report an Error