ସାଗର କନ୍ୟା

ସ୍ଵର୍ଗତ ଦିବାକର ମଣ୍ଡଳଙ୍କ ରଚିତ ଏହି ଉପନ୍ୟାସରେ ଗୋଟିଏ ଅଜଣା ଅଶୁଣା ଅଖ୍ୟାତ ଧୀବର ପଲ୍ଲୀର ଝିଅ କିଭଳି ଅନେକ ପ୍ରତିକୂଳତାର ସମ୍ମୁଖୀନ ହୋଇ ଏକ ଈର୍ଷଣୀୟ ପରିଚିତି ଓ ପ୍ରସିଦ୍ଧି ପାଇଛି, ସେ ସମ୍ପର୍କରେ ବର୍ଣ୍ଣନା ହାେଇଛି ।
Author: ଦିବାକର ମଣ୍ଡଳ
Digital (PDF)
INR 120.00

ଅଦମ୍ୟ ସାହସ, ଦୃଢ ଆତ୍ମ ବିଶ୍ଵାସ ଓ ପ୍ରତିଭା, ଅବିଶ୍ଵସନୀୟ କୃତିତ୍ୱ ହାସଲ କରିପାରିବାର ଘଟଣାକ୍ରମ ପାଠକୀୟ ଉତ୍କଣ୍ଠାକୁ ବାନ୍ଧି ରଖିବା ସହ ଅନେକ ପ୍ରେରଣାଦାୟକ ଉପାଦାନକୁ ଖୋଜି ପାଇବାରେ ନିଶ୍ଚୟ ସହାୟ ହୋଇ ପାରିବ। ସର୍ବୋପରି ପ୍ରତିଷ୍ଠା ଲାଭ ଉପରାନ୍ତେ ବି ଯେଭଳି ଭାବରେ ନିଜ ମାଟି ମା'ର ସେବା କରିବାର ଦୁର୍ବାର ଅଭିଳାଷକୁ ଚରିତାର୍ଥ କରାଯାଇପାରେ ତାହା ପାଠକ ପାଠିକାମାନଙ୍କୁ ବିସ୍ମୟାଭିଭୂତ କରିଦେବ। ଉପନ୍ୟାସ ପଢିବାକୁ ଭଲ ପାଉଥିବା ପାଠକ ପାଠିକାମାନଙ୍କ ଲାଗି ଏହା ନିହାତି ପଢିବା ଭଳି ଉପନ୍ୟାସଟିଏ ।

Report an Error