ଶବ୍ଦ ଶୃଙ୍ଗାର

“ଶବ୍ଦ ଶୃଙ୍ଗାର” କବିତା ସଙ୍କଳନଟି କମନୀୟ, ନମନୀୟ କୋମଳ ଭାବନାଗୁଡିକର ନିଚ୍ଛକ ଅଭିବ୍ୟକ୍ତି।
Author: ମାେନାଲିସା ସିଂହ
Digital (PDF)
INR 75.00

“ଶବ୍ଦ ଶୃଙ୍ଗାର” କବିତା ସଙ୍କଳନଟି କମନୀୟ, ନମନୀୟ କୋମଳ ଭାବନାଗୁଡିକର ନିଚ୍ଛକ ଅଭିବ୍ୟକ୍ତି। ଏଥିରେ ସଂକଳିତ କବିତାଗୁଡିକ ଜୀବନର ଆଶା - ନିରାଶା, ହସ - କାନ୍ଦ, ରାଗ - ରୁଷା,ମାନ - ଅଭିମାନ, ସଂକଳ୍ପ - ବିକଳ୍ପ, କଳ୍ପନା - ବାସ୍ତବତାର ସମିଶ୍ରଣରେ ଗଢି ଉଠି ବେଶ୍ ମନଛୁଆଁ ହୋଇ ପାରିଛି। ଏହା ନିରୋଳା ମନୋରଞ୍ଜକ କବିତା ନୁହେଁ ବରଂ ଜୀବନ ଜଞ୍ଜାଳରେ ବିକ୍ଷିପ୍ତ ଆବେଗଗୁଡିକୁ ପୁଣି ସାଉଁଟି ଏକତ୍ର କରିବାର ଏକ ନିଆରା ଧାରାପ୍ରବାହ। “ଶବ୍ଦ ଶୃଙ୍ଗାର” ହେଉଛି ଶବ୍ଦର ଯାଦୁଗରୀରେ ସଜ୍ଜିତ ଏକ ଶୃଙ୍ଗାର ନିପୁଣା କାବ୍ୟ ନାୟିକା ଯିଏକି ପାଠକ ପାଠିକାମାନଙ୍କୁ ସ୍ଵାଗତ କରିବାକୁ ସତତ ତତ୍ପର।

Report an Error