ମନ ମନ୍ଦିର ହେଉଛି ଏକ ଉଚ୍ଛ୍ଵସିତ ପ୍ରାଣର ଆଧ୍ୟାତ୍ମିକ ଉନ୍ମେଷ।
Author: ବିନୋଦିନୀ ଦାଶ
Digital (PDF)
INR 80.00

ମନ ମନ୍ଦିର ହେଉଛି ଏକ ଉଚ୍ଛ୍ଵସିତ ପ୍ରାଣର ଆଧ୍ୟାତ୍ମିକ ଉନ୍ମେଷ। ଏହା ପରମେଶ୍ଵରଙ୍କ ସହ ଭାବ ବିନିମୟ ଲାଗି ମନକୁ ମନ୍ଦିର ରୂପେ ସଜାଇ ବହିର୍ମୁଖରୁ ଅନ୍ତର୍ମୁଖୀ ହେବାର ଏକ ଅବଦମିତ ଯାତ୍ରା। ସଂସାର ରୂପକ ସାଗରରେ ଜୀବନର ତରୀକୁ ବାହିନେଇ ସେହି ପରମଲକ୍ଷ୍ୟ ପ୍ରତି ଉନ୍ମୁଖ ହେବାର ସତତ ଚେଷ୍ଟା ଓ ଅପ୍ରତିହତ ଉତ୍କଣ୍ଠାର ମନୋଜ୍ଞ କାବ୍ୟିକ ପରିପ୍ରକାଶ।

Report an Error