
ଗପ କହିବେ ଅଜା
ଜାନକୀ ବଲ୍ଲଭ ଦାଶଙ୍କ ରଚିତ ଏହି ସଂକଳନରେ ରହିଛି ପନ୍ଦରଟି ଭିନ୍ନ ସ୍ଵାଦର ଗପ ।
Publisher: ରାମାଂଶୁ ପ୍ରକାଶନୀ
Author: ଜାନକୀ ବଲ୍ଲଭ ଦାଶ
Digital (PDF)
INR 40.00
ସ୍ନେହ ବତ୍ସଳ ଅଜା ତାଙ୍କର ନାତି ନାତୁଣୀମାନଙ୍କ ଆଗ୍ରହ ଏଡି ନ ପାରି ଗପ କହିବାକୁ ପ୍ରସ୍ତୁତ ହୁଅନ୍ତି । ଆଉ ଅଜା ଥରେ ଗପ ଆରମ୍ଭ କଲେ ଏହା ସେମାନଙ୍କୁ ମନ୍ତ୍ର ମୁଗ୍ଧ କରି ଗପ ସହିତ ବାନ୍ଧି ରଖେ ଓ ଭାବନା ରାଜ୍ୟରେ ହଜାଇ ଦିଏ। ଗପ ଛଳରେ ଅଜା ପିଲାମାନଙ୍କୁ ବହୁତ ଉପାଦେୟ ଜୀବନ ଉପଯୋଗୀ କଥା ଶିଖେଇ ଦିଅନ୍ତି ଯାହା ସେମାନଙ୍କୁ ଜୀବନରେ ଭଲ ମଣିଷ ହେବାର ବାଟ କଢାଏ । ଏହିପରି ରୋଚକ ଗପଗୁଡିକୁ ନେଇ ପ୍ରସ୍ତୁତ ହୋଇଛି ଏହି ସଙ୍କଳନଟି ଯାହା ପିଲାମାନଙ୍କ ଲାଗି ବେଶ୍ ଉପାଦେୟ ସାବ୍ୟସ୍ତ ହେବ।