ଡେମ୍ଫ ଗୋଟିଏ ଫୁଲ ଯୋଡିଏ

"ଡେମ୍ଫ ଗୋଟିଏ ଫୁଲ ଯୋଡିଏ" ହେଉଛି ଦୁଇଟି ସମାନ୍ତରାଳ ଅଥଚ ବିପରୀତ ମୁଖୀ ନାରୀକୈନ୍ଦ୍ରିକ ଲଘୁ ଉପନ୍ୟାସର ମହାମିଳନ। ଏଥିରେ ନାରୀ ଚରିତ୍ରର ଦୁଇଟି ଭିନ୍ନ ରୂପକୁ ପ୍ରଦର୍ଶିତ କରାଯାଇଛି।
Author: ଅଭିରାମ ମଣ୍ଡଳ, ପ୍ରଜ୍ଞାସୁ ମହାନ୍ତି
Digital (PDF)
INR 100.00

"ଡେମ୍ଫ ଗୋଟିଏ ଫୁଲ ଯୋଡିଏ" ହେଉଛି ଦୁଇଟି ସମାନ୍ତରାଳ ଅଥଚ ବିପରୀତ ମୁଖୀ ନାରୀକୈନ୍ଦ୍ରିକ ଲଘୁ ଉପନ୍ୟାସର ମହାମିଳନ। ଲଘୁ ଉପନ୍ୟାସ ଦୁଇଟିରେ ନାରୀ ଚରିତ୍ରର ଦୁଇଟି ଭିନ୍ନ ରୂପକୁ ପ୍ରଦର୍ଶିତ କରାଯାଇଛି, ଯାହା ପାଠକୀୟ ଉତ୍କଣ୍ଠାକୁ ଶେଷ ପୃଷ୍ଠା ପର୍ଯ୍ୟନ୍ତ ବାନ୍ଧି ରଖିବାର ଜୁ ରଖେ। ଏଥିରେ ବର୍ଣ୍ଣିତ ଘଟଣାର ଘନଘଟା, ଚିତ୍ର ଚରିତ୍ରଗୁଡିକର କାଳ୍ପନିକ ଅଥଚ ଜୀବନ୍ତ ଚିତ୍ରଣ ନିହାତି ବାସ୍ତବବାଦୀ ମନେ ହେବ। ପରିଶେଷରେ ଏତିକି କୁହାଯାଇ ପାରେ, ଏଥିରେ ରହିଛି ପାଠକ ପାଠିକାମାନଙ୍କ ଲାଗି ରୋମାଞ୍ଚରେ ଭର୍ତ୍ତି ମନୋରଞ୍ଜନର ଡବଲ ଖୁରାକି।

Report an Error